ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧)ର ନୂତନ କାର୍ଯ୍ୟସୂଚୀ ଓ ଆଗାମୀ ଟି-୨୦ ବିଶ୍ୱକପ୍ ସହ ଜଡିତ ଶନିବାର ଅନଲାଇନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସାଧାରଣ ସଭାରେ ବିସିସିଆଇ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବ।
Category: Sports
ଟିମ୍ ଇଣ୍ଡିଆର ଜୁଲାଇରେ ଶ୍ରୀଲଙ୍କା ଗସ୍ତ, ବିରାଟ କୋହଲି-ରୋହିତ ଶର୍ମା ଏହି ଗସ୍ତରେ ସାମିଲ ହେବେ ନାହିଁ
ଆଗାମୀ ଜୁଲାଇରେ ସୀମତି ଓଭର କ୍ରିକେଟ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଭଳି ବରିଷ୍ଠ ଖେଳାଳି ଏହି ଗସ୍ତରେ ସାମିଲ ହେବେ ନାହିଁ ।
ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ବାଦ୍ ପଡିଲେ ହାର୍ଦିକ ଏବଂ ପୃଥୀ ଶ
ଇଂଲଣ୍ଡରେ ହେବାକୁ ଥିବା ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏଥିରୁ ଭାରତୀୟ ଷ୍ଟାର ଅଲ-ରାଉଣ୍ଡର ହାର୍ଦକ ପାଣ୍ଡ୍ୟ ବାଦ୍ ପଡିଛନ୍ତି,
ଆଇପିଏଲ୍ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ: –
ଆଇପିଏଲ୍ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ
ଆଇପିଏଲ୍ ସ୍ଥଗିତରେ ବିସିସିଆଇକୁ ଝଟକା!
କୋଭିଡ-୧୯ କାରଣରୁ ମଙ୍ଗଳବାର ଅନିଶ୍ଚିତକାଳ ସମୟ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ସ୍ଥଗିତ କରି ଦିଆଯିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ପ୍ରସାରଣ ଓ ପ୍ରାୟୋଜକ ରାଶିରେ ୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ
ଭାରତୀୟ ଷ୍ଟାର ବ୍ୟଟ୍ସମ୍ୟାନ୍ କେଏଲ ରାହୁଲ ଆଇପିଏଲ ମ୍ୟାଚ୍ରୁୁ ବାଦ୍ ପଡିବା ଆଶଙ୍କା:
ଭାରତୀୟ ଦଳର ଷ୍ଟାର ବ୍ୟଟ୍ସମ୍ୟାନ୍ ଏବଂ ଆଇପିଏଲ ଦଳ ପଞ୍ଜାବ କିଙ୍ଗସ୍ ର ଅଧୀନାୟକ କେଏଲ ରାହୁଲ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ ହୋଇଛନ୍ତି
ରାଜସ୍ଥାନର ଦୁର୍ଦଶ ବ୍ୟଟ୍ସମ୍ୟାନ୍ ଜସ୍ ବଟଲରଙ୍କ ଧମାକାଦାର ଶତକ , ହାଇଦ୍ରାବାଦ ପାଇଁ ୨୨୧ ରନ୍ ର ବିଜୟ ଲକ୍ଷ
ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ରେ ରାଜସ୍ଥାନ ପକ୍ଷରୁ ଦଳର ଦୁର୍ଦଶ ବ୍ୟଟ୍ସମ୍ୟାନ୍ ଜସ୍ ବଟଲରଙ୍କ ଧମାକାଦାର ଶତକ ବଳରେ ହାଇଦ୍ରାବାଦ ପାଇଁ ରାଜସ୍ଥାନ ୨୨୧ ରନ୍ ର ବିଜୟ ଲକ୍ଷ ସ୍ଥିର କରିଛି
ଆଇପିଏଲ ୨୦୨୧: ଆଜି ହାଇଭୋଲଟେଜ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ –
ଆଜି ଆଇପିଏଲର ୨୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗଲୋରକୁ ।
ଆଇପିଏଲ୍: ଗେଲ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ ୯ ୱିକେଟ୍ରେ ପରାସ୍ତ –
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ତମ ମୁକାବିଲାରେ ପଂଜାବ କିଙ୍ଗ୍ସ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ପଂଜାବ କିଙ୍ଗ୍ସ ଟସ୍ ଜିଣି ପ୍ରଥମେ ବୋଲିଂ
ଆଇପିଏଲକୁ ଘାରି ପାରେ କରୋନା ଭୟ
ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ