ଆଇପିଏଲକୁ ଘାରି ପାରେ କରୋନା ଭୟ

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ

କରୋନା ପଜିଟିଭ ଚିହ୍ନଟ ହେଲେ ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌରରୋଡ

ୱାର୍ଲଡ ସିରିଜରେ ଅଂଶଗ୍ରହଣ କରିଥିବା ଚାରି କ୍ରିକେଟର ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ଆହତ ସମସ୍ୟା ଯୋଗୁଁ ଶ୍ରେୟାସ ଆୟର ବାଦ

ଭାରତ – ଇଂଲଣ୍ଡ ସିରିଜର ପ୍ରଥମ ମ୍ୟାଚରେ ଫିଲଡିଂଗ କରୁଥିବା ବେଳେ ଶ୍ରେୟାସ ଆୟାର ଆହତ ହୋଇ ମ୍ୟାଚ ଶେଷ ପର୍ଯ୍ୟନ୍ତ ଆଉ ଫିଲଡିଂଗ କରି ପାରିନଥିଲେ । ତେବେ ଏହି ଆହତ ସମସ୍ୟା

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ

ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ । ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିବା ବେଳେ ଟି-୨୦ ସିରିଜକୁ ୩-୨ ରେ ଜିତିଛି ଭାରତ । ଉଭୟ ସିରିଜ ଜିତିବା ପରେ ଏବେ

୧୦୦ରୁ ଅଧିକ ଆହତ ; ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ

ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ଭାରତୀୟ ଦଳରେ ୩ ନୂଆ ମୁଁହ ସାମିଲ

ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।

ଆଜି ଭାରତ-ଇଂଲଣ୍ଡ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ ।

ଭାରତ-ଇଂଲଣ୍ଡ ଟି-୨୦: ୪ର୍ଥ ମୁକାବିଲା ଆଜି, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ