ରାଉରକେଲା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତିନି ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ

ଗତବର୍ଷ ଏକ ଘରୋଇ କଂପାନିର ଜନୈକ କର୍ମଚାରୀ ପିଙ୍କୁ ସୁନା ନାମକଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ୨୪ ଲକ୍ଷ ଟଙ୍କା ଲୁଟ କରିଥିଲେ । ତେବେ ଏହି ଘଟଣା

ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୧ର ପ୍ରଥମ ଦଳ ଭାବେ ଅଭ୍ୟାସ ଆରମ୍ଭ କଲେ-

ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ଯାଏ ଅନୁଷ୍ଠିତ ହେବ. ଆଇପିଏଲ ନିଲାମ ପକ୍ରିୟା ଶେଷ ହେବାର କିଛି ଦିନ ପରେ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ

ଟି-୨୦ ଚ୍ୟାଲେଂଜ ପାଇଁ ବିରାଟ ପ୍ରସ୍ତୁତ

ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ । ତେବେ ଟେଷ୍ଟ ସିରିଜ ବିଜୟ ପରେ ଏହି ଟି-୨୦ ପାଇଁ ନିଜେ ପ୍ରସ୍ତୁତ

୧୫ ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମହୁମାଛି ଆକ୍ରମଣରେ ଆହତ-

ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରେ ମହୁମାଛି ଆକ୍ରମଣରେ ଅତି କମରେ ୧୫ ଜଣ ପର୍ଯ୍ୟଟକ ଗୁରୁବାର ଆହତ ହୋଇଛନ୍ତି । ଖବର ଅନୁଯାୟୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଅଧିକାଂଶ ପର୍ଯ୍ୟଟକ ପଶ୍ଚିମବଙ୍ଗ

ଗାୟିକା ଅନୁରାଧା ପୌଡୱାଲ ଏବଂ ଝିଅ କବିତାଙ୍କ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ-

ବଲିଉଡର ସ୍ବନାମଧନ୍ୟ ଗାୟିକା ଅନୁରାଧା ପୌଡୱାଲ ବାରଙ୍ଗସ୍ଥିତ ପ୍ରମୁଖ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିଦର୍ଶନ କରିଥିଲେ। ଅନୁରାଧା ଏବଂ ତାଙ୍କ ଝିଅ କବିତା ପୌଡୱାଲ ଏକ ବ୍ୟାଟେରୀଚାଳିତ ଗାଡିରେ ପ୍ରାଣୀ ଉଦ୍ୟାନରେ ବୁଲୁଥିବା ଦେଖାଯାଇଥିଲା 

ପୋଲିସର ସ୍ବତନ୍ତ୍ର ଅଭିଯାନ : ଜାମିନ ବିହୀନ ପରୱାନା ବିରୋଧରେ ଗିରଫ ହେଲେ ୯୭୩ ଜଣ-

ଜାମିନ ବିହୀନ ପରୱାନା ବିରୋଧରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅଭିଯାନ। ଏହା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ରେ ଶେଷ ହେବ। ତେବେ କେବଳ ୭ ତାରିଖରୁ ୯ମଧ୍ୟରେ

ଶିମିଳିପାଳ ଜଙ୍ଗଲରେ ନିଆଁ, ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଶିମିଳିପାଳରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ ସଦସ୍ୟ ପହଂଚିଛନ୍ତି । କେନ୍ଦ୍ରୀୟ ଟିମରେ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟିର ଆଇଜି ସଦସ୍ୟ ଅମିତ୍ ମଲିକ ଅଛନ୍ତି  । ଟିମ

ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-

ଦିବଂଗତ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ‘‘ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି’’ ନାମରେ ଏକ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବ

ପ୍ଳାଷ୍ଟିକ୍ ପାର୍କ ପାରାଦୀପରେ ନିର୍ମାଣ ହେବ, ଇଣ୍ଡିଆନ୍ ଅଏଲ୍ ଓ ଇଡକୋ ମଧ୍ୟରେ MOU ସ୍ୱାକ୍ଷରିତ-

ପାରାଦୀପରେ ନିର୍ମାଣ ହେବ ପ୍ଳାଷ୍ଟିକ୍ ପାର୍କ । ଏଥିପାଇଁ ଆଜି ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟେରେ ଏକ ଏମଓୟୁ ସ୍‌ବାକ୍ଷରିତ ହୋଇଛି । ଆଜି ଏକ ଭର୍ଚୁଆଲମିଟିଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ

ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜଳେଶ୍ବରରୁ ଜବତ, ଜଣେ ଗିରଫ-

ରାଜ୍ୟରେ ଦିନକୁ ଦିନ ବ୍ରାଉନ୍ ସୁଗରର କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ବର ଏସ୍‌.ଟି.ଏଫ୍‌ର ୪ ଜଣିଆ ଟିମ୍ ଚଢାଉ କରି ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛନ୍ତି