ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ, ବିଏସଏଫ ଯବାନ ଠାବ କଲେ ବିପୁଳ ବିସ୍ଫୋରକ

ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ  । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର

ମେଜିକ ଟାୟାର ବଜାର କୁ ଆଣିଛନ୍ତି ସମ୍ବଲପୁର ର ବୈଜ୍ଞାନିକ, ପମ୍ପଚର କେବେ ହେବନି-

ଏକ ମେଜିକ ଟାୟାର ବଜାରକୁ ଆସିଛି । ଏହା ଯେଉଁ ଗାଡ଼ିରେ ଲାଗିଥିବ ସେ ଗାଡି ରାସ୍ତାରେ  ପମ୍ପଚର ହେବନି କି ଚକ ଫାଟିବନି । ସମ୍ବଲପୁର ର ଜଣେ ଇଞ୍ଜିନିୟର ଏହି ବିରଳ ଟାୟାର

ଜମ୍ମୁରେ କଂଗ୍ରେସର ‘ଅସନ୍ତୁଷ୍ଟ ନେତା’ ଏକତ୍ର ହେଲେ: ରାହୁଲଙ୍କ ବୟାନ ଉପରେ ହୋଇପାରେ ଚର୍ଚ୍ଚା-

କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର

ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଅଦା ବୋଝେଇ ଟ୍ରକରୁ ୭୩୮ କେଜି ସବୁଜ ଜହର( ଗଞ୍ଜେଇ) ଜବତ ଏବଂ ତିନି ଜଣ ଗିରଫ – ଜୟପୁର

ଗଞ୍ଜେଇ ଚାଲାଣର ନୂଆ ତରିକା  । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୩୮ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ

ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ, 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ

ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ୍‌ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି  । ଅଭିଯୋଗ ଆସିଲେ ତଦନ୍ତ

ଦଶାହ ଭୋଜି ଖାଇ ପଏଁର ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ-

ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି

ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିବା ଏସିଡ୍ ମାଡ଼ର ଅଭିଯୁକ୍ତ ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା-

୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ

ଓଡ଼ିଶା ୧୨ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବ- କରୋନା ଡ଼ର

କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣା କୁ ମଧ୍ୟ କଡାକଡି କରାଯାଇଛି । ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା