ସଂସଦ ଘେରିବେ ଚାଷୀ, ୪୦ ଲକ୍ଷ ଟ୍ରାକ୍ଟର ପହଂଚିବ ଦିଲ୍ଲୀ: ରାକେଶ ଟିକାୟତ

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନନିଅନ୍ତି, ତାହେଲେ ଏଥର ସଂସଦ ଘେରାଉ କରିବାକୁ ହେବ । ଏଠାରେ ୪ ଲକ୍ଷ ନୁହେଁ, ବରଂ

କେରଳରେ ବଢୁଛି ବିଜେପିର ଲୋକପ୍ରିୟତା : ସିପିଏମ୍ ଓ କଂଗ୍ରେସ ଛାଡ଼ି ଯୋଗଦେଲେ ୯୮ ନେତା

ଫେବୃଆରୀ ୨୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବଢ଼ିଚାଲିଛି । ପଶ୍ଚିମବଙ୍ଗ, ଗୁଜୁରାଟ ପରେ କେରଳରେ ମଧ୍ୟ ଅନ୍ୟ ଦଳ ଛାଡ଼ି ନେତାମାନେ ବିଜେପିରେ ସାମିଲ ହେଉଥିବା ଦୃଷ୍ଟିଗୋଚର ହେଉଛି ।

ପିକ୍ଅପ୍ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଆହତ-

ଓଡ଼ଗାଁ ଥାନା କୁରାଳ ପଂଚାୟତର ନାଉରିଆ ରାସ୍ତାରେ ଏକ କୁଣ୍ଡା ବୁଝେଇ ପିକ୍‌ଅପ ସହ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ସହ ୨ଜଣ

୨ଟି ବାଇକ୍ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ ୨ ଗୁରୁତର-

ପୋଲ ତଳକୁ ଖସିଗଲା ୨ ବାଇକ୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଦୁଇଟି ଭାଇକରେ ୩ଜଣ

ପୁଣି ଗୋ-ଚାଲାଣ: ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପିକ୍ଅପ୍ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖିଛି ଚରମ୍ପା ପୋଲିସ୍ ।

ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର କାର୍ ଉପରେ ଓଲଟି ୭ ଜଣଙ୍କର ମୃତ୍ୟୁ-

ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି

ଜଳିଗଲା ୧୬ ଚକିଆ ଟ୍ରକ୍, କାରଣ ଅସ୍ପଷ୍ଟ

ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ କେନ୍ଦୁଝର ରୁଗୁଡ଼ି ଥାନା ଗୁଆଲି ଠାରେ ଥିବା ଜେ.ଏସ୍ .ଡ଼ବ୍ଲ୍ୟ ଡି.ଟପ୍ ଖଣି ଗେଟ୍ ସମ୍ମୁଖରେ ଖଣିରୁ ଲୋଡିଂ ପାଇଁ ଆସିଥିବା ୧୬ ଚକିଆ

୪୩୨ କେଜିର ଗଞ୍ଜେଇ ବାଲି ଟ୍ରକ୍ରୁ ମିଳିଲା, ଡ୍ରାଇଭର ଗିରଫ

ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢୁଥିବା ବେଳେ କୋରାପୁଟ ଲମତାପୁଟରେ ବାଲି ବୋଝେଇ ଟିପରରେ ୪୩୨କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷଟଙ୍କା ହେବ । ସୂଚନା

ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ନିର୍ବାଚନ କେବେ ହେବ? ନିର୍ବାଚନ କମିଶନଙ୍କ ଆଜି ବୈଠକ-

ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଉପରେ ଆଲୋଚନା ଲାଗି ଆଜି ଦିଲ୍ଲୀରେ ନିର୍ବାଚନ ଆୟାଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ନିର୍ବାଚନ ଆୟୋଗର ବୈଠକରେ

ଅଦ୍ୟ ଫେବୃଆରୀ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)

ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୮ ସମ୍ବତ୍ସର -ଆନନ୍ଦୋ ମାଘମାସ-ଶୁକ୍ଳପକ୍ଷ ତିଥି- ଏକାଦଶୀ ସଂ ଘ ୦୬/୦୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଆର୍ଦ୍ରା ଦିବା ଘ ୦୧/୧୨ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର –