ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଗୁରୁ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ, ପଦ୍ମଜା ପତି,
Category: KHABAR AAJIRA
ବରଗଡ ମ୍ୟୁନିସିପାଲ ବାଳକ ଉଚ୍ଚ ବିଦ୍ୟାଳୟରେଗୁରୁଦିବସ ପାଳିତ
ବରଗଡ ମ୍ୟୁନିସିପାଲ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚର ସମସ୍ତ ପୁରାତନ ଛାତ୍ରଙ୍କ ଦ୍ଵାରା ସ୍ଥାନୀୟ ସାଇକ୍ରିଷ୍ଣ ପ୍ୟାଲେସ ପରିସରରେ ପବିତ୍ର ଗୁରୁଦିବସ ଅବସରରେ ପୂର୍ବତନ ଶିକ୍ଷକଙ୍କ ପୂଜ୍ୟ ପୂଜା ସହ ଗୁରୁଦିବସ ପାଳିତ
ଭଦ୍ରକରେ ଗୁରୁବନ୍ଦନା ସମାରୋହ
ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଙ୍କ ଦ୍ବାରା ଭଦ୍ରକ ଟାଉନ ହଲ ପରିସରରେ ପୂଜ୍ୟ ଗୁରୁ ମାନଙ୍କର ସଂକଳ୍ପ ବଦତାକୁ ସମ୍ମାନ ଜଣାଇବା ପାଇଁ ଭଦ୍ରକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ
ରକ୍ ଡ଼ାନ୍ସ ପକ୍ଷରୁ ଗୁରୁ ଦିବସ ପାଳିତ
ଭଦ୍ରକ କଲେଜ ଛକ ନିକଟରେ ଥିବା ରକ୍ ଡ଼ାନ୍ସ ସ୍ଲୁଲ ରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଅଛି ଏହି ରକ୍ ଡାନ୍ସ ରେ ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ର ହୋଇ ଗୁରୁ ଙ୍କୁ
ନର୍ଲା ଚାରି ଛକରେ ତିନି ବିଧାୟକ ଙ୍କ ଗାଡି କୁ ଅଣ୍ଡା ମାଡ କଳା ପତାକା ପ୍ରଦର୍ଶନ
କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ଏବଂ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଗାଡି ଉପରକୁ ଅଣ୍ଡା ମାଡ ସହ କଳା
ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର
ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା
“ଅନ୍ୟ ଲୋକଙ୍କ ଜମିର ବୀମା କରି ହଡ଼ପ କଲେ ବୀମାରାଶି l” ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଅଫିସ ରେ ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ଶିବିର ରେ
ଖବର ଆଜିର : ତାରିଖ ୧୧/୦୯/୨୩: ସୋମବାର
୧-ରାଜଘାଟରେ ବିଶ୍ୱନେତା : ଗାନ୍ଧିଙ୍କ ସ୍ମୃତିଚାରଣ ସହ ଦେଲେ ଶ୍ରଦ୍ଧାଞ୍ଜଳି । ୨-ଶେଷ ହେଲା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ, ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷତା କରିବ ବ୍ରାଜିଲ, ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ
ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ନଟିଆ ଓ କୁଳଦିପ୍ ମୁଖ୍ୟ ଆକର୍ଷଣ
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୪୯ତମ ସ୍ୱାୟତ୍ତ ଶାସନ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଯୋଗ ଦେଇ ନଗରପାଳିକା ଫିରୋଜ କୁମାର ସେଠୀ,
ଭାରସାମ୍ୟ ହରାଇ ଓଲଟି ପଡିଲା ପେଟ୍ରୋଲ ଟ୍ୟାଙ୍କର ଡ୍ରାଇଭର ଗୁରୁତର
କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଗଡା ନିକଟରେ ଏକ ପେଟ୍ରୋଲ ଟ୍ୟାଙ୍କର ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିବାବେଳେ ଡ୍ରାଇଭର କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା

