କରୋନା ମହାମାରୀ ଯୋଗୁଁ ଏସିଆ କପ୍ ଟି-୨୦ ବାତିଲ୍‌-

ସଂକ୍ରମଣ ଯୋଗୁଁ ଚିକିତ୍ସା ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ କରାଯାଉଛି । ଆଇପିଏଲ୍‌-୨୦୨୧ ଅଧାରୁ ସ୍ଥଗିତ କରି ଦିଆଯିବା ପରେ ଏବେ ଏସିଆ କପ୍ ଟି-୨୦କୁ ବାତିଲ କରିବାକୁ ପଡ଼ିଛି ।

୭୦ ବର୍ଷରେ ପ୍ରଥମ ଥର ଦିଲ୍ଲୀ-ଏନ୍‌ସିଆରରେ ଏଭଳି ପାଣିପାଗ,

ସାମୁଦ୍ରିକ ଝଡ଼ ତାଉତେ ଦୁର୍ବଳ ହୋଇସାରିଛି । କିନ୍ତୁ ଜାତୀୟ ରାଜଧାନୀରେ ଏହାର ପ୍ରଭାବ କମ ହୋଇନାହିଁ । ଦିଲ୍ଲୀ ଓ ଏନ୍‌ସିଆରରେ ୨ ଦିନ ହେବ ଲଗାତାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।

କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଚାଷୀଙ୍କୁ ଡିଏପି ସାର ଉପରେ ୧୪୦ ପ୍ରତିଶତ ସବ୍‌ସିଡ଼ି ମିଳିବ-

ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଡିଏପି ସାର ଉପରେ ଚାଷୀଙ୍କୁ ୧୪୦ ପ୍ରତିଶତ ସବସିଡ଼ି ମିଳିବ । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ।

ହାଇକୋର୍ଟ ୨୦ରୁ ୨୭ ତାରିଖ ଯାଏ ବନ୍ଦ, କିଛି ଷ୍ଟାଫ୍ ସଂକ୍ରମିତ ଚିହ୍ନଟ –

ଓଡିଶା ହାଇକୋର୍ଟର ଅନେକ ବିଚାର ପତି ଏବଂ ବିଭୀନ୍ନ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।ଏହି ନିଷ୍ପତି ଅନୁିଯାଇ ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯୟନ୍ତ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ୍: ଭୟ,ଭ୍ରାନ୍ତି ଦୂର କରି କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଅନୁରୋଧ-

ଭଳି ଜାତୀୟ ବିପତ୍ତି ବେଳେ ସର୍ବମତକୁ ପ୍ରାଥମିକତା ଦେବା ସହ ସମାଜକୁ ସମ୍ଭାଳିବାର ଅଛି । ଓଡିଶାରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ପଛୁଆ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପଡିବ ।

ଚିହ୍ନଟ ହେଲେ ୪୩୧ ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୩ହଜାର ଟପିଲା-

ଦ୍ରକ ଜିଲ୍ଲାରୁ ୪୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରୁ ଏଯାବତ୍ ମୋଟ ୧୩ ହଜାର ୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ଏସଆରସି ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କହିଲେ –

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କରାଯାଇଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏଏସପି ମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ , ଘଟଣାସ୍ଥଳରେ ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗ

ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି । ଏପରିକି ଉପସ୍ଥିତ ରହିଥିବା ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ମାଡ ମାରିଛି ।

ଭୀମସାରେ ଉତ୍ତେଜନା: କରୋନା ଆକ୍ରାନ୍ତଙ୍କୁ ଭୂଲ୍ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ,

ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କୁ ନର୍ସ ଭୂଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉପସ୍ଥିତ ଶତାଧିକ ଲୋକେ ଭିତରକୁ ଧସେଇ ପଶିଥିଲେ ।