ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି ।
Category: Entertainment
ଇଣ୍ଡିଆନ ସୁପର ଲିଗ : ଆଜି ଫାଇନାଲରେ ମୁମ୍ବାଇ ଏଫସିକୁ ଭେଟିବ ଏଟିକେ ମୋହନ ବାଗାନ ଏଫସି
ଆଜି ଇଣ୍ଡିଆନ ସୁପର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ଏବଂ ଏଟିକେ ମୋହନ ବାଗାନ ଏଫସି ମଧ୍ୟରେ ମୁକାବିଲା ହେବ । ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ବୁଲାଯାଉଥିବା ଏହି ଦୁଇଟି ଟିମ ଆଜି
ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସବୁ ପାସ୍
ମହାମାରୀ କରୋନା ସଂକଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ବୋଲି ରାଜ୍ୟ ସ୍କୁଲ
କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ଭାରସାମ୍ୟ ହରାଇ ନାଳକୁ ଖସିପଡିଲା କାର
କୋରାପୁଟ ରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ନନ୍ଦପୁର କମାରଗୁଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ କାର ହଠାତ୍ କମାରଗୁଡା ଛକ ନିକଟରେ
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଆଜି ସକାଳେ ପୁରୀ ସମୂଦ୍ରକୂଳରେ ଗାଧୋଊଥିବା ବେଳେ ହଠାତ ବୁଡ଼ିଗଲେ ଜଣେ ଯୁବକ । ଯୁବକ ଜଣକ ବୁଡ଼ି ଯାଉଥିବାର ଦେଖି ସମୁଦ୍ରକୂଳରେ ଥିବା ଲୋକମାନେ ପାଟିକରି ଉଠିଥିଲେ ଯାହାଫଳରେ ସଙ୍ଗେ ସଙ୍ଗେ ସେଠାରେ
ତାତି ରୁ ତ୍ରାହି: ଆସୁଛି କାଳବୈଶାଖୀ , ବଜ୍ରପାତ ସହ ବର୍ଷା ଆଶଙ୍କା
ତାତିରୁ ମିଳିବ ତ୍ରାହି । ଅସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକୁ ଏଥିପାଇଁ ଆଲର୍ଟ ମଧ୍ୟ କରାଯାଇଛି । ଭୁବନେଶ୍ୱର
ଅଦ୍ୟ ମାର୍ଚ୍ଚ ମାସ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୮ ସମ୍ବତ୍ସର -ଆନନ୍ଦୋ ଫାଲଗୁନ ମାସ-କୃଷ୍ଣପକ୍ଷ ତିଥି-ଚତୁର୍ଦ୍ଦଶୀ ଦିବା ଘ ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର-ଶତଭିଶା ରାତ୍ରି ଘ ୧୧/୨୪ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର -କୁମ୍ଭ ଯୋଗ-ସିଦ୍ଧି
ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର –
ଆଜି ଅନୁଗୁଳ ଜିଲ୍ଲାର ପୁରୂନଗର ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସିରହିଥିବା ଏକ ମାଈହାତୀକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି
ପବିତ୍ର ମହାଶିବରାତ୍ରି ,ଜନଗହଳି ପାଇଁ ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ-
ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି
ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ
ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଗିଳି ଦେଇଛି । ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ ।