ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁପଡିଲେ ରୋଗୀଙ୍କ ମା-

ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର  ।  କିନ୍ତୁ 108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବା ବଦଳରେ ବିପରୀତ ଦିଗରେ ନିଆଯାଉଥିବା ଅଭିଯୋଗ ହୋଇଛି 

ମହାରାଷ୍ଟ୍ର – ଗୁଜରାଟ ପରେ ତାମିଲନାଡୁରେ ବ୍ୟାପୁଛି କରୋନା, ମାର୍ଚ୍ଚ ୩୧ ଯାଏଁ ରହିବ ଲକ୍ଡାଉନ୍

ମହରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏହି ୨ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରେ ଥିବାରୁ କିଛି ସ୍ଥାନରେ ଲକ୍‌ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ଏବେ

ଚର୍ଚ୍ଚାରେ ମୁରୁଗେସନ

ତାମିଲନାଡୁ ର ମଦୁରାଇ ନିକଟବର୍ତ୍ତୀ ମଲେକକାଲ ଗାଁ ରେ ରହନ୍ତି ଜଣେ ଅଧାରୁ ପାଠ ଛାଡ଼ିଦେଇଥିବା ଯୁବକ ପି ଏମ ମୁରୁଗେସନ । ମୁରୁଗେସନ ଙ୍କ ନାଁ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ ସେବାରୁ ଅବସର ନେଲେ, ଆଜି OPSC ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ୱ-

ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ

ବିଧାନସଭା ନିର୍ବାଚନ ଲାଗି ଆଜି ତୃଣମୂଳ କଂଗ୍ରେସ ଜାରି କରିପାରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା-

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଜାରି କରିପାରନ୍ତି । ପଶ୍ଚିମବଙ୍ଗର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକା ନେଲେ

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଥିବା ଜଣାପଡିଛି  । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ

ମାହାଙ୍ଗା ପଡିଲା ଡ୍ୟୁଟିରେ ମଦ୍ୟପାନ; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ

ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁତର

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା

୨ ହଜାର କୋଟି ଟଙ୍କାର ପାଣ୍ଠି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟ ହେଲା

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇସାରିଛି

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ