୨ ହଜାର କୋଟି ଟଙ୍କାର ପାଣ୍ଠି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟ ହେଲା

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇସାରିଛି

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ

ମାର୍ଚ୍ଚରୁ ଆରମ୍ଭ ହୋଇପାରେ ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା

ଆସନ୍ତା ମାର୍ଚ୍ଚ ମାସରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରୟାଗରାଜକୁ ବିମାନ ଯୋଗେ ଯାତ୍ରା କରିବାର ସମ୍ଭାବନା ରହିଛି।ସୂଚନା ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ମାର୍ଚ୍ଚ ୨୮ରୁ ପ୍ରୟାଗରାଜରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ସେବା

ଚାକିରୀ ଦେବା ପାଇଁ ପ୍ରଲୋଭନ ଦେଖାଇ ଲୁଟିନେଲେ ୬୯ ହଜାର,

ପୁଣି ନିଯୁକ୍ତି ଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୁଲିସ ଉକ୍ତ ଠକେଇ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ

କରୋନା ପାଇଁ ବୁର୍ଲା ଭିସୁଟରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଟକଣା ଜାରି

ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଟକଣା ଜାରି ହୋଇଛି  । ସ୍ଥାନୀୟ ଅଞ୍ଚଳର ଦୋକାନ

ବରିଷ୍ଠ ନାଗରିକଙ୍କୁ ଟିକାକରଣ: ଘରୋଇ ହସ୍ପିଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ

ଦୀର୍ଘ ୧୧ମାସ ପରେ ପୁଣି କରୋନା ମୁଣ୍ଡ ଟେକିବା ଆରମ୍ଭ କରିଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି  ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଯାହା ଫଳରେ ସାମାଜିକ ଦୂରତା

ଆଇଆଇଟି ଭୁବନେଶ୍ବରକୁ ୟୁନିଭର୍ସିଟି ଅଫ୍ ଦି ଇୟର୍ ସମ୍ମାନ

କରୋନା ମହାମାରୀ ସମୟରେ ଭୁବନେଶ୍ବର ଆଇଆଇଟିରେ ଶିକ୍ଷାକ୍ଷେତ୍ରରେ କୌଣସି ପ୍ରଭାବ ପକାଇନଥିଲା। ତେଣୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା ।

ଇସ୍ରୋ ଚଳିତ ବର୍ଷ ସଫଳତାର ସହ ପ୍ରଥମ ସ୍ପେସ୍ ମିଶନ ଲଞ୍ଚ୍ କଲା

ଇସ୍ରୋ ଆଜି ବର୍ଷର ପ୍ରଥମ ମିଶନକୁ ସଫଳତାର ସହିତ ଲଞ୍ଚ୍‌ କରିଛି। ଇସ୍ରୋ ଶ୍ରୀହାରିକୋଟା ସ୍ପେସପୋର୍ଟରୁ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆମାଜ‌ୋନିଆ-୧ ଏବଂ ୧୮  ଉପଗ୍ରହକୁ ଅନ୍ୟ ଉପଗ୍ରହକୁ ନେଇଯିବା ପାଇଁ PSLV-C51