ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନିତ ହେବେ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ

ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ

ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ। ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିବା ସମୟର ଜେଲ ପରିସରରେ ଜନଗହଳି ଲାଗ ରହିଥିଲା। ଶହ ଶହ ପ୍ରଶଂସକ ହାତରେ ଫଳମାଳ ଧରି

NIT ଛାତ୍ରଙ୍କ ଦ୍ୱାରା ଅତ୍ୟାଧୁନିକ ଡ୍ରୋନ୍ ଏବଂ ରୋବର୍ଟ ଉଦ୍ଭାବନ, ୨୦୧୪ରୁ ଚାଲିଥିଲା ରିସର୍ଚ୍ଚ

ରାଉରକେଲା NIT ଛାତ୍ରଙ୍କ ନୂତନ ଉଦ୍ଭାବନ । ପକ୍ଷୀ ଭଳି ଉଡୁଥିବା ଏକ ଡ୍ରୋନ ଓ ଗଭୀର ଜଳରେ ବୁଡ଼ି ବିଭିନ୍ନ ସୂଚନା ସଂଗ୍ରହ ପାଇଁ ଅତ୍ୟାଧୁନିକ ୟନ୍ତ୍ରପାତି ଖଞ୍ଜା ରୋବର୍ଟ ଉଦ୍ଭାବନ କରିଛନ୍ତି ଛାତ୍ରମାନେ ।

୧୬ଟି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଥିବା ସୁବିଧା ବିଷୟରେ କରାଇବେ ଅବଗତ

ଆସନ୍ତା ୩୧ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ୧୬ଟି ଦେଶର ପ୍ରତିନିଧି । ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି । ସେନେଇ ନିବେଶକାରୀଙ୍କୁ

ସଫ୍ଟଓ୍ୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଠାବ

ଘରେ ଲାଗିଥିବା ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ଚାରି ମହଲା ଉପର ତଳକୁ ଡେଇଁପଡିଲେ ରୋଗୀ । ଆଉ ତଳେ ପଡି ଚାଲିଗଲା ରୋଗୀର ଜୀବନ । ମୃତକ ପରଜଙ୍ଗ ଥାନା ଲୋଧଣି ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି

ବଜାରରେ ପଡିଲା ବନ୍ୟା ଇଫେକ୍ଟ, ୬୦ ଉପରେ ସବୁ ପରିବା ଦର

 ଗତ ୧୦ ତାରିଖ ପରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି । ଏହାର ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାର ଉପରେ । ୨ ଦିନ ହେବ ପରିବା

ଆଜି ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ସାଢ଼େ ୩ଟାରେ ଆକାଶମାର୍ଗରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।

ହୀରାକୁଦ ଜଳଭଣ୍ଡାରକୁ କମିଛି ବନ୍ୟା ଜଳ ପ୍ରବେଶ, ମୁଣ୍ଡଳୀ ଦେଇ ପାସ୍ କରୁଛି ବନ୍ୟା ପାଣି

ହୀରାକୁଦ ଜଳଭଣ୍ଡାରକୁ କମିଛି ବନ୍ୟା ଜଳ ପ୍ରବେଶ । ଏବେ ୪୦ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଛାଡ଼ିଥିବା ୧୪ଟି ଗେଟ୍‌ର ବନ୍ୟା ପାଣି ଆଜି ମୁଣ୍ଡଳୀରେ ପହଞ୍ଚିଛି

ଜନ୍ମ କଲା ମା ବାପାକୁ ଘରୁ ତଡିଲା ପୁଅ

ହଜି ଗଲା ମାନବିକତା ସରି ଗଲା ମଣିଷ ପଣିଆ ଏମିତି ହୃଦୟ ବିତାରକ ଦୃଶ୍ୟ ସାମ୍ନା କୁ ଆସିଛି ପଦ୍ମପୁର ବ୍ଲକ ମହୁଲପାଲି ଅଞ୍ଚଳ ରୁ । ଗୋଟିଏ ନିଷ୍ଠୁର ପୁଅ କୁ ଜନ୍ମ

1 47 48 49 50 51 183