ଭାରତ ଡିଜିଟାଲ ପେମେଣ୍ଟକ୍ଷେତ୍ରରେ ଆଜି ପୁଣି ଏକ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଇ-ଭାଉଚର-ବେସ୍ଡ ଡିଜିଟାଲ ପେମେଣ୍ଟ ଲସ୍ୟୁସନ e-RUPIର ଶୁଭାରମ୍ଭ କରିବେ
Category: Entertainment
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧିରେ ଧିରେ ଖୋଲୁଛି, ଭିତରକନିକା ଅଗଷ୍ଟ ୫ ରୁ ଖୋଲିବ
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି ।
ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ
ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ଏହି ଗୁଳିକାଣ୍ଡ ଘଟିଛି ।
ବିଷ ପିଆଇ ସ୍ତ୍ରୀକୁ ମାରିଦେଲା ସ୍ୱାମୀ ! ନ୍ୟାୟ ପାଇଁ ବାପା ଥାନାରେ ଗୁହାରି କଲେ-
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବିଷ ଦେଇ ମାରିଦେଲା । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଢୋଲଗଣ୍ଡି ଗ୍ରାମରେ ।
ବାଇକ୍ ଆଉ ଟ୍ରକ୍ ମୁହାଁମୁହିଁ , ଜୀବନ ହାରିଲେ ବାଇକ ଚାଳକ ଅନ୍ୟ ଜଣେ ଗୁରୁତର
ମୁହାଁମୁହିଁ ହେଲେ ବାଇକ୍ ଆଉ ଟ୍ରକ୍। ଜୀବନ ହାରିଲେ ବାଇକ ଚାଳକ। ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ନିକଟରେ।
ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ –
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ମଧ୍ୟ ଜାରି କରିଛନ୍ତି ।
ଆତ୍ମସମର୍ପଣ କଲେ ଟପ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର-
ରାଜ୍ୟରେ ଗତ କିଛି ଦିନ ହେବ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ସହୀଦ ସପ୍ତାହରେ ମାଓ ଉପଦ୍ରବ କୁ ନେଇ ଚିନ୍ତା ରହିଥାଏ ।
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ପ୍ରାୟ ୪୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ୍, ୩ ଗିରଫ୍-
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ସବୁଜ ଜହର କାରବାର । ପ୍ରତିଦିନ ରାଜ୍ୟରେ ଗଞ୍ଜେଇ କାରବାରର ଖବର ସାମ୍ନାକୁ ଆସୁଥିବା ବେଳେ କିଛି ଜିଲ୍ଲା ଏବେ ଗଞ୍ଜେଇ କାରବାରର ହବ୍ ପାଲଟିଛି ।
ଓଡ଼ିଶା ପୁଲିସରେ ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀମାନଙ୍କ ବଡ଼ଧରଣର ଅଦଳବଦଳ-
ଓଡ଼ିଶା ପୁଲିସରେ ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀମାନଙ୍କ ଏକ ବଡ଼ଧରଣର ଅଦଳବଦଳ ହୋଇଛି ।
ଭୁବନେଶ୍ୱର-ରାଞ୍ଚି ବିମାନ ସେବା ୧୧ ଅଗଷ୍ଟରୁ ଆରମ୍ଭ ହେବ –
ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ ରାଞ୍ଚି ମଧ୍ୟରେ ସିଧାସଳଖ ବିମାନ ସେବା । ଏନେଇ ଆଜି ଆଲାଏନ୍ସ ଏୟାର କମ୍ପାନୀ ପକ୍ଷରୁ ବିଧିବଧ ଭାବରେ ଘୋଷଣା କରାଯାଇଛି ।

