କରୋନା ଟିକା ଓ ଅକ୍ସିଜେନ ଉପରୁ ଶୁଳ୍କ ଛାଡ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ସିଜେନ ଅଭାବ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।
Category: National
ଆଇପିଏଲକୁ ଘାରି ପାରେ କରୋନା ଭୟ
ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ
କରୋନା ପଜିଟିଭ ଚିହ୍ନଟ ହେଲେ ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌରରୋଡ
ୱାର୍ଲଡ ସିରିଜରେ ଅଂଶଗ୍ରହଣ କରିଥିବା ଚାରି କ୍ରିକେଟର ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ
ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ୍
ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଆଜି ଆଉ ତିନୋଟି ରାଫେଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବ। ଆଜି ସନ୍ଧ୍ୟାରେ ତିନୋଟି ରାଫେଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ସଫଳ ହେଲା
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହୋଇଛି । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ବାଇପାସ୍ ସର୍ଜରୀ ସଫଳ ହୋଇଛି । ଟ୍ୱିଟ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା
ଅସଦାଚରଣ କରିଥିବା ଅଭିଯୁକ୍ତ ନିଶା ମୁକ୍ତି କେନ୍ଦ୍ରରେ ୧ ମାସ କରିବ ସେବା
ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ଅସଦାଚରଣ କରିଥିବା ଜଣେ ଅଭିଯୁକ୍ତଙ୍କୁ ବିରଳ ଦଣ୍ଡ ଦେଇ ତାର ଅପରାଧକୁ ବୋଧ କରିବାକୁ ଉଦ୍ୟମ କରିଛନ୍ତି । ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଖାରଜ କରିବାକୁ ମଂଜୁରୀ ଦେଇଛନ୍ତି
ସଚିନ ଓ ୟୁସୁଫଙ୍କ ପରେ ଇରଫାନ ପଠାନ କରୋନା ପଜିଟିଭ୍
ରୋଡ଼ ସେଫ୍ଟି ୱାଲ୍ଡ ସିରିଜ-୨୦୨୧ରେ ସାମିଲ ହୋଇଥିବା ଆଉ ଜଣେ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଇରଫାନ ପଠାନ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି
ଧନବାଦର ପରିବା ବଜାରରେ ସିଲିଣ୍ଡର ବିସ୍ଫୋରଣରେ ୪୦ ଦୋକାନରେ ଲାଗିଲା ନିଆଁ-
ଝାଡ଼ଖଣ୍ଡର ଧନବାଦରେ ହୋଲିର ରଂଗ ଫିକା ପଡ଼ିଯାଇଛି । ସଢ଼େଇଢେଲା ଥାନା ଅଂଚଳରେ ଥିବା ଏକ ପରିବା ବଜାରରେ ଅଚାନକ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି ।
ନନ୍ଦୀଗ୍ରାମରେ ମମତା ଓ ଶାହାଙ୍କ ଲଢ଼େଇ!
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧ ତାରିଖରେ ହେବ । ଏଥି ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଅନ୍ତିମ ଦିନର ପ୍ରଚାର ଅବସରରେ ନନ୍ଦୀଗ୍ରାମରେ ତମାମ
ତହସିଲଦାର ଭୟରେ ୨୦ଲକ୍ଷର ଲାଞ୍ଚ ଟଙ୍କା ଜାଳିଦେଲେ
ରେଡ଼ ପୂର୍ବରୁ ତହସିଲଦାର ଛାନିଆ, ଧରା ପଡ଼ିବା ଭୟରେ ଜାଳିଦେଲେ 20ଲକ୍ଷ ଟଙ୍କା । ରାଜସ୍ଥାନର ସିରୋହି ଜିଲ୍ଲାର ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ କରିବା ପାଇଁ ଯିବା ସମୟରେ ଗ୍ୟାସରେ

