ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ
Category: National
ଆଇଏସଏସଏଫ ବିଶ୍ୱକପ ; ତିନି ଗୋଲ୍ଡ ମେଡାଲ ସହ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଲା
ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣୀ ସିଂ ସୁଟିଙ୍ଗ ରେଂଜରେ ଖେଳାଯାଉଥିବା ଆଇଏସଏସଏଫ ବିଶ୍ୱକପରେ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଛି । ବର୍ତ୍ତମାନ ସୁଦ୍ଧା ଭାରତ ଛଅଟି ସ୍ୱର୍ଣ୍ଣ, ଚାରୋଟି ରୌପ୍ୟ ଏବଂ ଚୋରୋଟି
ଉତ୍ତରପ୍ରଦେଶ, ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ମୃତ, ୩ ପୋଲିସ କର୍ମଚାରୀ ନିଲମ୍ବିତ
ଉତ୍ତରପ୍ରଦେଶରେ ଲଗାତାର ଭାବେ ବିଷାକ୍ତ ମଦମୃତ୍ୟୁ ଖବର ଆସୁଛି । ପୂର୍ବରୁ ପ୍ରୟାଗରାଜ ଓ ପ୍ରତାପଗଡ଼ରେ ବିଷାକ୍ତ ମଦ ପିଇ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ଚିତ୍ରକୁଟରେ ୪ ଜଣ ଲୋକ ବିଷାକ୍ତ
ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ
କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ମାନେ ଚଳପ୍ରଚଳ କରୁଛନ୍ତି । ଭାରତର ସର୍ବଧାରଣ ସଂପତ୍ତି ହେଉ କି ବ୍ୟକ୍ତିଗତ ଧନ-ଜୀବନ କ୍ଷତି ପହଂଚାଇବା ପାଇଁ ଆତଙ୍କବାଦୀମାନେ ସବୁବେଳେ
ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଂଚିଲେ ରାଷ୍ଟ୍ରପତି , ଶ୍ରୀଜିଉଙ୍କ ଦର୍ଶନ କରିବେ
ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ପତ୍ନି ସବିତା କୋବିନ୍ଦ ବି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତିନି ଦିନିଆ ଓଡିଶା ଗ୍ରସ୍ତ
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ତିନି ଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ରହିଥିବା ବେଳେ ଝାରସୁଗୁଡାର ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବା ପ୍ରମୁଖ
ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ
ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ
ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ଭାରତୀୟ ଦଳରେ ୩ ନୂଆ ମୁଁହ ସାମିଲ
ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।
ଆଜି ଭାରତ-ଇଂଲଣ୍ଡ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ ।
ଅହମଦାବାଦର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ, ୪୬ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ନିୟନ୍ତ୍ରିତ
ଗୁଜରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଛି । ଭତବା ଅଂଚଳରେ ଥିବା ଏହି ପ୍ଲାଷ୍ଟିକ କାରଖାନାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର