ରାଜସ୍ଥାନରେ ରୂପା ବାକ୍ସ ଚୋରି କରିବା ପାଇଁ ଅଭିଯୁକ୍ତମାନେ ଖର୍ଚ୍ଚ କଲେ 87 ଲକ୍ଷ ଟଙ୍କା । ତାଙ୍କ ଘରରୁ ରୂପା ବାକ୍ସ ଚୋରି ପାଇଁ ତିଆରି ହୋଇଥିଲା 20 ଫୁଟ ଲମ୍ବର ସୁଡଙ୍ଗ
Category: National
ବଦଳିଲା ସକାଳୁଆ ସ୍କୁଲ ସମୟ, ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପାଠପଢା-
ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସ୍କୁଲ ହେବ । ସେହିଭଳି ଦଶମ ଓ ଦ୍ୱାଦଶ
ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣରେ ଆରମ୍ଭ ହେବ ସାଂସଦ ଟିଭି-
ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ଘଟିଥିବାବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ
ରାୟଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ, ଏକକାଳୀନ 6ଟି ସ୍ଥାନରେ ରେଡ
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମୁଦ୍ରିକ ଭାରତ ସମ୍ମିଳନୀ ୨୦୨୧ ର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ର ଉଦଘାଟନ କରିବେ । ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲେ-
ରାଜଧାନୀ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ । ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି
ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ
ମାର୍ଚ୍ଚ ୪ ତାରିଖରୁ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ
ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର କୋଭିଡ କଟକଣାରେ ପାଳନ ହେବ-
କୋଭିଡ କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ୬୦ ବର୍ଷରୁ ଉର୍ଦ୍ଧ ଓ ୧୦ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ମନା କରାଯାଇଛି । ବିଡିଏ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକାମ୍ର କ୍ଷେତ୍ର ବୁଲି ଦେଖିଲେ
ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଓ ଚାରିପାର୍ଶ୍ବରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ
ମହାରାଷ୍ଟ୍ର – ଗୁଜରାଟ ପରେ ତାମିଲନାଡୁରେ ବ୍ୟାପୁଛି କରୋନା, ମାର୍ଚ୍ଚ ୩୧ ଯାଏଁ ରହିବ ଲକ୍ଡାଉନ୍
ମହରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏହି ୨ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରେ ଥିବାରୁ କିଛି ସ୍ଥାନରେ ଲକ୍ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ଏବେ

