କଟକ ବିଡାନାସୀ ଥାନା ଅନ୍ତର୍ଗତ ଇପସାରଗଡାରେ ଘଟିଥିବା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପ୍ରତୀକ
Category: National
ପୁଣି ରାଜଧାନୀରୁ ୬ ବର୍ଷର ଶିଶୁ ପୁତ୍ର ନିଖୋଜ –
ରାଜ୍ୟରୁ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେଉଥିବା ବେଳେ ସେମାନଙ୍କୁ ଖୋଜି ଆଣିବାରେ ରାଜ୍ୟ ପୋଲିସ୍ ର ପାରିବାପଣିଆ ବି ପଦାରେ ପଡିଛି । ଏଭଳି ସ୍ଥିତିରେ ପୁଣି ଆଉ ଏକ ଶିଶୁ
Jyotisha Vichara
ଅଦ୍ୟ ଫେବୃଆରୀ ୨୪ ତାରିଖ ୨୦୨୧ ମସିହା(ବୁଧବାର) ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୮ ସମ୍ବତ୍ସର -ଆନନ୍ଦୋ ମାଘମାସ-ଶୁକ୍ଳପକ୍ଷ ତିଥି- ଦ୍ୱାଦଶୀ ସଂ ଘ ୦୬/୦୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ପୁନର୍ବସୁ ଦିବା ଘ
ଆଜି ଜଣେ ନୂତନ କୋବିଡ଼ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟ ୨୦
ଗାଇଡ଼ ଲାଇନ ଜାରି କଲେ ଜିଲ୍ଲାପାଳ: ବିବାହ, ବ୍ରତ, ସଭା ସମିତି ପାଇଁ ପୁଲିସ ଅନୁମତି ବାଧ୍ୟତାମୂଳକ ସଂଖ୍ୟାଧିକ ଲୋକ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ଭଦ୍ରକ ଜିଲ୍ଲାରେ ଦୈନିକ ହେଉଥିବା କରୋନା ଆଣ୍ଟିଜେନ୍
ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ: କୋବିଡ଼ ପରିପ୍ରେକ୍ଷୀରେ ସ୍ୱଚ୍ଛତା ପାଳନ ଉପରେ ଗୁରୁତ୍ୱାରୋପ-
ଭଦ୍ରକ ପୌରପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ‘ସ୍ୱଚ୍ଛ ଚର୍ଚ୍ଚା ଦିବସ’ ପାଳନ କରାଯାଇଛି । ଏଥିରେ ସହରାଞ୍ଚଳର ସ୍ୱଚ୍ଛତା ସମୀକ୍ଷା କରାଯିବା ସହିତ ଆଗାମୀ କୋବିଡ଼ ଦ୍ୱିତୀୟ ଲହର ପାଇଁ ସହରବାସୀଙ୍କୁ ସଚେତନତ
ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମିଳିଲା ଅନୁମୋଦନ । ଅନୁମୋଦନ ପ୍ରଦାନ କଲେ ରାଜ୍ୟ ସରକାର । ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଦୀର୍ଘଦିନ ହେବ ଓଡିଶା ତଥା ଓଡିଶା
ଗୁଜରାଟ ନଗର ନିଗମ ନିର୍ବାଚନରେ ବିଜେପିର ବିଜୟ: ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଭାରତୀୟ ଜନତା ପାର୍ଟି ଗୁଜରାଟରେ ୬ଟି ନଗର ନିଗମ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିଛି । ବିଜେପି ସମସ୍ତ ୬ଟି ନଗର ନିଗମ ନିର୍ବାଚନରେ ବିଜୟୀ ହୋଇଛି । ଭାରତୀୟ ଜନତା ପାର୍ଟିକୁ
ସଂସଦ ଘେରିବେ ଚାଷୀ, ୪୦ ଲକ୍ଷ ଟ୍ରାକ୍ଟର ପହଂଚିବ ଦିଲ୍ଲୀ: ରାକେଶ ଟିକାୟତ
ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନନିଅନ୍ତି, ତାହେଲେ ଏଥର ସଂସଦ ଘେରାଉ କରିବାକୁ ହେବ । ଏଠାରେ ୪ ଲକ୍ଷ ନୁହେଁ, ବରଂ
କେରଳରେ ବଢୁଛି ବିଜେପିର ଲୋକପ୍ରିୟତା : ସିପିଏମ୍ ଓ କଂଗ୍ରେସ ଛାଡ଼ି ଯୋଗଦେଲେ ୯୮ ନେତା
ଫେବୃଆରୀ ୨୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବଢ଼ିଚାଲିଛି । ପଶ୍ଚିମବଙ୍ଗ, ଗୁଜୁରାଟ ପରେ କେରଳରେ ମଧ୍ୟ ଅନ୍ୟ ଦଳ ଛାଡ଼ି ନେତାମାନେ ବିଜେପିରେ ସାମିଲ ହେଉଥିବା ଦୃଷ୍ଟିଗୋଚର ହେଉଛି ।
ପିକ୍ଅପ୍ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଆହତ-
ଓଡ଼ଗାଁ ଥାନା କୁରାଳ ପଂଚାୟତର ନାଉରିଆ ରାସ୍ତାରେ ଏକ କୁଣ୍ଡା ବୁଝେଇ ପିକ୍ଅପ ସହ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ସହ ୨ଜଣ