ଖବର ଆଜିର:ତାରିଖ ୩୦/୦୫/୨୩, ମଙ୍ଗଳବାର

୧-ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା। ୨-ରାଜ୍ୟ କ୍ୟାବିନେଟ୍‌‌ ବୈଠକ : ୧୮ ପ୍ରସ୍ତାବ ଉପରେ ଲାଗିଲା ମୋହର। ୩-ପଞ୍ଚମ ପାଳିର ଚତୁର୍ଥ ବର୍ଷ

ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଏକ ଟ୍ୱିଟ କରି ଜନ୍ତର

ଜୟପାଟଣା ଠାରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ମହାସମାରୋହ ରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବଜାରପଡିଆ ଠାରୁ ଏକ ବିରାଟ ରେଲି ବାହାରି ଉମାଶଙ୍କର

୧୫ ବର୍ଷ ପରେ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ

ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ଭାରତୀୟ ଦଳ ଅଂଶଗ୍ରହଣ କରିପାରେ। ଫଳରେ ୧୫ ବର୍ଷ ପରେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବା ନେଇ ଆଶା ଦେଖାଦେଇଛି। ଶେଷଥର

ପୁରୀରେ ହେବ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ

ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ

ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍‌ ସମୟ ଥିବାରୁ  ସମର୍ଥନ ଯୋଗାଡ଼ କରିବେ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ ନେତା

ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର, ମିଳିବ ୭୮ ଦିନର ଅଧିକ ଦରମା

ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର। ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ରେଳ କର୍ମଚାରୀଙ୍କୁ ୭୮

‘ଭାରତ ଯୋଡ଼ୋ ଯାତ୍ରା’ ପଥରେ ଦଣ୍ଡ ପକାଇଲେ ରାହୁଲ୍‌ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଏହି ସମୟରେ ରାସ୍ତା ମଝିରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଏବଂ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ସହ ରାହୁଲ

ଭୁବନେଶ୍ବରରେ ଫିଫା ଯୁବା ବିଶ୍ବକପ୍‌ ଉଦ୍‌ଘାଟିତ

ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍‌। ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ମୁଲାୟମଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ

ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ

1 6 7 8 9 10 34