ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ.ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି ।

ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ

ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି।

କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ

କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି।

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ । ଗୋଟିଏ ମୋବାଇଲ୍ ମରାମତି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ତାହା ଖୁବ୍ କମ୍ ସମୟରେ ଚାରିଆଡ଼େ ବ୍ୟାପିଯାଇ ଅନ୍ୟ ଦୋକାନରେ ଲାଗିଯାଇଥିଲା ।

କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏଟିଏମ୍ ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ

ସ୍ମାର୍ଟ ଡିଭାଇସ୍ ଲଗାଇ ଏଟିଏମ୍ ରୁ କୋଟି କୋଟି ଟଙ୍କା ଲୁଟ୍ ହେବା ପରେ ବର୍ତ୍ତମାନ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏହି ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ ।

ଭାରତ ଇତିହାସରେ ଆଉ ଏକ ଅଧ୍ୟାୟ : ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି

ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି । ଶପଥପାଠ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କରାଇଛନ୍ତି ।

କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଦିନ ଦି’ ପହରରେ ମଧ୍ୟ ଲୁଟ୍

ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢୁଥିବା ବେଳେ ଦିନ ଦି’ ପହରରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପକ୍ଷରେ ଚାଲେଞ୍ଜ ହୋଇପଡ଼ିଛି ।

ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତଦେହ ଉଦ୍ଧାର

ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ । ସେ ଜଣେ ଡ୍ରାଇଭର ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

1 4 5 6 7 8 128