୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪
Year: 2021
କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ ମହିଳା ସରପଞ୍ଚ
ରାଜ୍ୟରେ ଜଙ୍ଗଲ ନିଆଁ ଲିଭିବାର ନାଁ ନେଉନାହିଁ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଜଙ୍ଗଲରେ ନିଆଁ ମାଡିଚାଲିଛି । ତେବେ ସରପଞ୍ଚ ହେବ ତ ଏମିତି । ସାବାସ ପ୍ରତିମା । କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ
୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ : ଭିସୁଟ୍ କୁଳପତି ଭି.ଭି ପତି
ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ଏହା ଭୁଲ୍ ବୋଲି ପ୍ରମାଣିତ ହେବାପରେ କଣ୍ଟେନମେଣ୍ଟ ଜୋନ୍ ସବୁ ହଟାଯାଇଛି ଏବଂ ଭିସୁଟ୍ କୁଳପତି ଭି.ଭି
ISRO ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ RH-560 , ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ହେବ ସହାୟକ
ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ ଆରଏଚ୍-୫୬୦। ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଆଶାରେ ଏହି ରକେଟ୍ କୁ ଇସ୍ରୋ ଦ୍ୱାରା ଲଞ୍ଚ କରାଯାଇଛି । ଶୁକ୍ରବାର ରାତିରେ ଶ୍ରୀହରିକୋଟ୍ଟାରୁ ଏହି ରକଟେ୍
ପୁରୀ ଜିଲ୍ଲା ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ପୁରୀ ଜିଲ୍ଲାର ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ । ସ୍କୁଲ ଗୁଡିକରେ ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ । ଯେଉଁ ସ୍କୁଲଗୁଡିକରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା
ଶିମିଳିପାଳ ବନାଗ୍ନି, ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ
ଶିମିଳିପାଳରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବାକୁ ଯାଇଥିବା ଏକ ୩ ଜଣିଆ ଟିମ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି।ସେମାନେ ଗୁରୁବାର ଦିନ ଶିମିଳିପାଳରେ ପ୍ରଵେଶ କରିଥିଲେ। ପରେ ପ୍ରଥମେ ଠାକୁରମୁଣ୍ଡା, କରଞ୍ଜିଆ ରେଞ୍ଜ ଅଞ୍ଚଳ ପରିଦର୍ଶନ
ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର
ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି ।
ଇଣ୍ଡିଆନ ସୁପର ଲିଗ : ଆଜି ଫାଇନାଲରେ ମୁମ୍ବାଇ ଏଫସିକୁ ଭେଟିବ ଏଟିକେ ମୋହନ ବାଗାନ ଏଫସି
ଆଜି ଇଣ୍ଡିଆନ ସୁପର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ଏବଂ ଏଟିକେ ମୋହନ ବାଗାନ ଏଫସି ମଧ୍ୟରେ ମୁକାବିଲା ହେବ । ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ବୁଲାଯାଉଥିବା ଏହି ଦୁଇଟି ଟିମ ଆଜି
ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସବୁ ପାସ୍
ମହାମାରୀ କରୋନା ସଂକଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ବୋଲି ରାଜ୍ୟ ସ୍କୁଲ
କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ଭାରସାମ୍ୟ ହରାଇ ନାଳକୁ ଖସିପଡିଲା କାର
କୋରାପୁଟ ରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ନନ୍ଦପୁର କମାରଗୁଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ କାର ହଠାତ୍ କମାରଗୁଡା ଛକ ନିକଟରେ

