ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଆଜି ସକାଳେ ପୁରୀ ସମୂଦ୍ରକୂଳରେ ଗାଧୋଊଥିବା  ବେଳେ ହଠାତ ବୁଡ଼ିଗଲେ ଜଣେ ଯୁବକ । ଯୁବକ ଜଣକ ବୁଡ଼ି ଯାଉଥିବାର ଦେଖି ସମୁଦ୍ରକୂଳରେ ଥିବା ଲୋକମାନେ ପାଟିକରି ଉଠିଥିଲେ ଯାହାଫଳରେ ସଙ୍ଗେ ସଙ୍ଗେ ସେଠାରେ

ତାତି ରୁ ତ୍ରାହି: ଆସୁଛି କାଳବୈଶାଖୀ , ବଜ୍ରପାତ ସହ ବର୍ଷା ଆଶଙ୍କା

ତାତିରୁ ମିଳିବ ତ୍ରାହି । ଅସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକୁ ଏଥିପାଇଁ ଆଲର୍ଟ ମଧ୍ୟ କରାଯାଇଛି । ଭୁବନେଶ୍ୱର

ଅଦ୍ୟ ମାର୍ଚ୍ଚ ମାସ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)

ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୮ ସମ୍ବତ୍ସର -ଆନନ୍ଦୋ ଫାଲଗୁନ ମାସ-କୃଷ୍ଣପକ୍ଷ ତିଥି-ଚତୁର୍ଦ୍ଦଶୀ ଦିବା ଘ ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର-ଶତଭିଶା ରାତ୍ରି ଘ ୧୧/୨୪ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର -କୁମ୍ଭ ଯୋଗ-ସିଦ୍ଧି

ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର –

ଆଜି ଅନୁଗୁଳ ଜିଲ୍ଲାର ପୁରୂନଗର ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସିରହିଥିବା ଏକ ମାଈହାତୀକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି

ପବିତ୍ର ମହାଶିବରାତ୍ରି ,ଜନଗହଳି ପାଇଁ ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ-

ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ

ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଗିଳି ଦେଇଛି । ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ ।

ବଲାଙ୍ଗୀରର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ –

ଦେଶର ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଡିଶାର ଦେବଦତ୍ତ ଚାନ୍ଦ ନିଯୁକ୍ତି ମିଳିଛି  । ୨୦୨୧ ମାର୍ଚ୍ଚ ୧୦ରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ

ମୟଙ୍କ ଅଗ୍ରୱାଲଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ ଏବଂ ଦେବଦୂତ ପାଡିକଲ: ବିଜୟ- ହଜାରେ ଟ୍ରଫି ୨୦୨୧

କର୍ଣ୍ଣାଟକ ବ୍ୟାଟସମାନଙ୍କ ବିଜୟ – ହଜାରେ ଟ୍ରଫିର ଗୋଟିଏ ସିଜିନରେ ଅଧିକ ସ୍କୋର କରିବା ରେକର୍ଡକୁ ଭାଙ୍ଗିଛନ୍ତି ମୁମ୍ବାଇ ଓପନର ପୃଥ୍ୱୀ ଶ ଏବଂ କର୍ଣ୍ଣାଟକ ଓପନର ଦେବଦୂତ ପାଡିକଲ. ୨୦୧୮ ବିଜୟ- ହଜାରେ

ମହାରାଷ୍ଟ୍ରରେ ଭୟାବହ ହେଲାଣି କରୋନା ଅବସ୍ଥା, ନାଗପୁରରେ ପୁଣି ଲାଗିଲା ଲକଡାଉନ

ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ନାଗପୁରରେ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ

ରାଉରକେଲା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତିନି ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ

ଗତବର୍ଷ ଏକ ଘରୋଇ କଂପାନିର ଜନୈକ କର୍ମଚାରୀ ପିଙ୍କୁ ସୁନା ନାମକଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ୨୪ ଲକ୍ଷ ଟଙ୍କା ଲୁଟ କରିଥିଲେ । ତେବେ ଏହି ଘଟଣା

1 78 79 80 81 82 128