ବର୍ଷା- ଅନୁଭବ ବିବାଦ, ଦିଲ୍ଲୀରୁ କଟକ ସ୍ଥାନାନ୍ତର ହେଲା ପାରିବାରିକ ବିବାଦ ମାମଲା

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହୋଇଛି  । ଦିଲ୍ଲୀର ପଟିଆଲା ହାଉସକୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ଏବାବଦରେ ସାଂସଦ ଅନୁଭବଙ୍କ

ମୁଥୂଟ ଗ୍ରୁପର ଅଧ୍ୟକ୍ଷ ଏମ୍ଜି ଜର୍ଜ ମୁଥୂଟଙ୍କ ୭୨ ବର୍ଷ ବୟସରେ ପରଲୋକ

ମୁଥୂଟ ଗ୍ରୁପର ଚେୟାରମ୍ୟାନ ଏମ୍‌ଜି ଜର୍ଜ ମୁଥୂଟଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଜର୍ଜ ମୁଥୂଟ ୭୨ ବର୍ଷ ବୟସ ଥିଲେ । ମୁଥୂଟ ଫାଇନାନ୍ସ ଦେଶର ସବୁଠାରୁ ବଡ଼ ସୁନା ଋଣ

ଆସାମ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୭୦ ପ୍ରାର୍ଥୀଙ୍କ ତାଲିକା, ମାଜୁଲିରୁ ଲଢ଼ିବେ ସର୍ବାନନ୍ଦ

ଭାରତୀୟ ଜନତା ପାର୍ଟି ଆସାମ ବିଧାନସଭା ନିର୍ବାଚନ ଲାଗି ୭୦ ଜଣିଆ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବିଜେପିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଅରୁଣ ସିଂହ

ଡ୍ରେନରୁ ଉଦ୍ଧାର ହେଲା ୮ ଫୁଟିଆ କୁମ୍ଭୀର,ସ୍ଥାନୀୟ ଅଚଂଳରେ ଆତଙ୍କ

ଦିଗପହଣ୍ଡି ରେଞ୍ଜ୍‌ ଅଧୀନ ଉଜ୍ଜଳେଶ୍ବର ମନ୍ଦିର ନିକଟ ପୁଷ୍କରଣୀର ସଂଯୁକ୍ତ ‌ଡ୍ରେନ(ସ୍ପିଲ ୱେ)ରୁ ଏକ ଅଣ୍ଡିରା କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି। ପରେ କୁମ୍ଭୀରଟିକୁ ଘୋଡ଼ହାଡ଼ ଡ଼୍ୟାମ୍‌ରେ ଛାଡ଼ିଥିବା ଜଣାପଡ଼ିଛି। ଉଜ୍ଜଳେଶ୍ବର ମନ୍ଦିର

ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଜିଦ୍ରେ ଅଟଳ ରହିଛନ୍ତି କୃଷକ ନେତା

ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ

ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ

ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି

ବାଲେଶ୍ବରଜିଲ୍ଲାବସ୍ତାବ୍ଲକଗିଲାଜୁଡ଼ିଗାଁରେଭଗବତୀପୂଜାଭୋଜିଓଭୋଗଖାଇ୧୫୦ରୁଅଧିକଅସୁସ୍ଥହୋଇପଡିଛନ୍ତି।ପ୍ରସାଦଖାଇବାର୩ରୁ୪ଘଣ୍ଟାପରେକିଛିଲୋକଙ୍କଝାଡ଼ାବାନ୍ତିଆରମ୍ଭହୋଇଥିଲାûରାତିତମାମ୧୦ଟିଆମ୍ବୁଲାନ୍ସଯୋଗେସମସ୍ତଅସୁସ୍ଥମାନଙ୍କୁଚିକିତ୍ସାପାଇଁବସ୍ତାଓପାଉଁସକୁଲିଡ଼ାକ୍ତରଖାନାରେଭର୍ତ୍ତିକରାଯାଇଛି। ଖବରଅନୁଯାୟୀ, ଗିଲାଜୁଡିଗାଁରେଦୁଇଦିନଧରିଭଗବତୀପୂଜାହେଉଥିଲା।ତେବେପ୍ରସାଦଖାଇବାର୩ରୁ୪ଘଣ୍ଟାପରେକିଛିଲୋକଙ୍କଝାଡ଼ାବାନ୍ତିଆରମ୍ଭହୋଇଥିଲା। ପ୍ରଥମେଛୋଟଛୋଟପିଲାପରେଅନ୍ୟମାନେଏଥିରେଆକ୍ରାନ୍ତହୋଇଥିଲେ।ଆକ୍ରାନ୍ତଙ୍କୁପାଉଁସକୁଲିଏବଂବସ୍ତାମେଡିକାଲରେଭର୍ତ୍ତିକରାଯାଇଥିଲା।

ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ସରକାର ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୨୫୯ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି ।

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜୟନ୍ତୀ

ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 105 ତମ ଜୟନ୍ତୀ । ଏହି ଶୁଭ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ

କର୍ଣ୍ଣାଟକର ବିଧାନସଭାରେ ନିଜ ସାର୍ଟ ଖୋଲିଦେଲେ କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର-

କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ପ୍ରଦର୍ଶନ କରିବା ବେଳେ ନିଜେ ପିନ୍ଧିଥିବା ସାର୍ଟକୁ କାଢ଼ି ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ, ବିଧାୟକ ଭଦ୍ରାବତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର

1 86 87 88 89 90 128