ରାଜ୍ୟରେ ସୀମା ଟପୁଛି ଅପରାଧ, ମରଣାନ୍ତକ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ

ରାଜ୍ୟରେ ସୀମା ଟପୁଛି ଅପରାଧ, ପୁଣି ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ରାଉଲକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମରଣାନ୍ତକ ଆକ୍ରମଣରେ ମୃତ୍ୟୁ ହୋଇଛି । କାମ ସାରି ହୋଟେଲରୁ ଘରକୁ ଫେରୁଥିବା ବେଳେ

ରେଳଧାରଣା କଡରୁ ନବଜାତକ ଶିଶୁ କନ୍ୟା ଉଦ୍ଧାର

କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକରିଗୁମା ରେଳ ଷ୍ଟେସନ୍ ଅଞ୍ଚଳ ରେଳ ଧାରଣା ପାର୍ଶ୍ୱରୁ କୁକୁର ଝୁଣୁଥିବା ଏକ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଶିଶୁଟିକୁ ଏପରି ଅସହାୟ ଅବସ୍ଥାରେ ପଡିଥିବାର

ପୁଣି ଲଜ୍ଜ୍ୟା, 3 ନାବାଳକ ବ୍ରହ୍ମପୁରରେ 10 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ

ବ୍ରହ୍ମପୁରରେ ପୁଣି ଲଜ୍ଜ୍ୟା  । 10 ବର୍ଷର ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମକାରୀ ସମସ୍ତ 3 ଅଭିଯୁକ୍ତ ନାବାଳକ ହୋଇଥିବା ସୂଚନା ମିଳିଛି  । ଗତକାଲି ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଏକ

ଆସିଲା ଭିସେରା ରିପୋର୍ଟ : ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ!

ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ ଏବେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯାଉଛି ।  ଆଜି ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଯପୁର ପୋଲିସର ହସ୍ତଗତ

ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ

ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ନିମନ୍ତେ ଆଜି ଦଳ ଘୋଷଣା କରିଛି ଓଡିଶା । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ

ରାଜ୍ୟରେ ବଢୁଛି ଅପରାଧୀଙ୍କ ସାମ୍ରାଜ୍ୟ, ୫୦ ଲକ୍ଷର ବ୍ରାଉନସୁଗର ଜବତ, ୬ ଅଟକ

ଦିନକୁ ଦିନ ରାଜ୍ୟରେ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ଦିନ ଦି’ପହରରେ ଖୁଲମଖୁଲା ଅପରାଧ କରୁଛନ୍ତି ବଡ଼ ବଡ଼ ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର । ତେବେ ଏହି ଅପରାଧୀଙ୍କୁ ଧରିବା ଏବେ ପୋଲିସ୍ ପାଇଁ ଏକ

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ସସପେଣ୍ଡ ହେଲେ ପୁରୀ ତାଳବଣିଆ ଥାନା ଏଏସ୍ଆଇ

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି

ବରାହ ଫାସରେ ପଡି ନିରୀହ ଯୁବକଙ୍କ ମୃତ୍ୟୁ, ବେସାହାରା ହେଲା ପରିବାର

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାଈଧାର ନଦୀ କୂଳରେ ବରାହ ଫାସରେ ଲାଗି ଏକ ଯୁବକର ମୃତ୍ୟୁ ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ମୃତକ ଯୁବକ ହେଲେ ବାନେର ଗ୍ରାମପଞ୍ଚାୟତ

ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୨୭ ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି  । ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ

ନିଆଁ ଲାଗି ଜଳିଗଲା ୪ ବସ୍‌

ଭଦ୍ରକ୍ ଜିଲ୍ଲାରେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଏକ ଗ୍ୟାରେଜ୍ ରେ ନିଆଁ ଲାଗି ଭୟାବହଃ ଅଗ୍ନିକାଣ୍ଡ ର ରୂପ ନେଇଛି । ଏହି ଅଗ୍ନିକାଣ୍ଡରେ ୪ ଟି ବସ୍

1 15 16 17 18 19 32