ପୁଣି ଅଲୋଡା ହେଲା ଶିଶୁକନ୍ୟା, ପାଳଗଦାରୁ ନବଜାତ ଉଦ୍ଧାର

ପୁଣି ଅଲୋଡା ହେଲା ଶିଶୁକନ୍ୟା  । ରାସ୍ତା କଡ଼ ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର  । କଳାହାଣ୍ଡି ଜିଲ୍ଲା ଧର୍ମଗଡ କୋକସରା ବ୍ଲକ ଶିଉନି ଗାଁରେ ଥିବା ଏକ ପାଳଗଦାରୁ ଆଜି ଭୋର ସକାଳେ

ସୁରକ୍ଷାକର୍ମୀଙ୍କୁ ସଫଳତା, ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ

ଦିନକୁ ଦିନ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଥିବା ବେଳେ ସୁରକ୍ଷାବାହିନୀ ମାନେ ମଧ୍ୟ ସବୁ କ୍ଷେତ୍ରରେ ସତର୍କ ହୋଇ ରହିଛନ୍ତି । ଏହି ପରିପେକ୍ଷୀରେ ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ ଠକେଇର ଶିକାର ହେଲେ ! ଅନଲାଇନ୍‌ରେ ବିକ୍ରି କରୁଥିଲେ ସୋଫା

ଠକମାନେ ନିଜକୁ ନିଜେ କେଜ୍ରିୱାଲଙ୍କ ଝିଅଙ୍କ ସୋଫା କିଣୁଥିବା ଗ୍ରାହକ ଦର୍ଶାଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ବିଶ୍ୱାସଯୋଗ୍ୟ ହେବା ପାଇଁ ତାଙ୍କର ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ । ଏହା ପରେ ସେମାନେ

ଶକ୍ତ ହେଲା ଏସ୍‌ବିଆଇ ନିୟମ, ପାନ୍ କାର୍ଡ ନଥିଲେ ଅନ୍ତର୍ଜାତୀୟ ନେଣଦେଣରେ ହେବ ସମସ୍ୟା!

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ରେ ଯଦି ଆପଣଙ୍କ ଆକାଉଣ୍ଟ ରହିଛି, ତା’ହେଲେ ଏହି ଖବର ତା’ହେଲେ ଜାଣନ୍ତୁ । ଏସ୍‌ବିଆଇ ଖାତା ସହିତ ପାନ କାର୍ଡ ନମ୍ବର ସଂଯୋଗ ନହେଲେ ଅନ୍ତର୍ଜାତୀୟ ନେଣଦେଣରେ ସମସ୍ୟା

ସିଲୁ ନାୟକ ସେନା ଗଢୁଛନ୍ତି:

ଭାରତୀୟ ସେନାର  ନବ ନିଯୁକ୍ତ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ତଥା ଜଗତସିଂହପୁର ଜିଲ୍ଲା ଜୟବେଡ଼ା ଗାଁର  ବାସିନ୍ଦାଚଣ୍ଡୀ ପ୍ରସାଦ ମହାନ୍ତି  ଅଧିକରୁ ଅଧିକ ଯୁବକ ସେନାରେ  ପ୍ରବେଶ ପାଇଁ ଆହ୍ୱାନ ଦେବାର ବହୁ ପୂର୍ବରୁ

ଚୋରକୁ ଧରିବାକୁ ଯାଇ ହରଡ଼ଘଣାରେ ପୋଲିସ, ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ

ଚୋରକୁ ଧରିବାକୁ ଯାଇ ହରଡ଼ଘଣାରେ ପଡିଲା ପୋଲିସ  ।  ସାଧା ପୋଷାକରେ ଗାଁକୁ ଯାଇଥିବା ପୋଲିସକୁ ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ ।

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଚିଠା ବଜେଟକୁ ମିଳିପାରେ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ସାଢ଼େ ୫ଟା ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ

ଚାଷୀ ଆନ୍ଦୋଳନ: ଆଜି ରାହୁଲଙ୍କ ପାଳି

ଆସନ୍ତାକାଲି ପୁଣି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀର ସୀମାରେ ଚାଷୀଙ୍କ ଆନ୍ଦୋଳନ ୭୫ ଦିନ ଅତିକ୍ରମ କରିଛି । ସୋମବାର ସଂସଦର ରାଜ୍ୟସଭା ଗୃହରେ ୭୫ ମିନିଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ

ସମ୍ବଲପୁର ଅର୍ଜୁନପାଲି ଛକ ନିକଟରେ ଦୁର୍ଘଟଣା  । 2 ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମ଼ୃତ୍ୟୁ ଘଟିଛି  । ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲି ଛକ ନିକଟରେ 2ବାଇକ ବିପରୀତ ଦିଗରୁ

ଏଥର ଖଣ୍ଡଗିରି ଯାତ୍ରା ଦୁଲୁକିବ ନା ନାହିଁ, ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷାରେ

ଏଥର ଖଣ୍ଡଗିରି ଯାତ୍ରା ଆୟୋଜନକୁ ନେଇ ଦ୍ୱନ୍ଦ୍ୱ  । ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି  । ଦୈନିକ 50ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆଶଙ୍କା କରାଯାଇଛି ।  ତେଣୁ

1 17 18 19 20 21 32