ଧନବାଦର ପରିବା ବଜାରରେ ସିଲିଣ୍ଡର ବିସ୍ଫୋରଣରେ ୪୦ ଦୋକାନରେ ଲାଗିଲା ନିଆଁ-

ଝାଡ଼ଖଣ୍ଡର ଧନବାଦରେ ହୋଲିର ରଂଗ ଫିକା ପଡ଼ିଯାଇଛି । ସଢ଼େଇଢେଲା ଥାନା ଅଂଚଳରେ ଥିବା ଏକ ପରିବା ବଜାରରେ ଅଚାନକ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି ।

ନନ୍ଦୀଗ୍ରାମରେ ମମତା ଓ ଶାହାଙ୍କ ଲଢ଼େଇ!

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧ ତାରିଖରେ ହେବ । ଏଥି ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଅନ୍ତିମ ଦିନର ପ୍ରଚାର ଅବସରରେ ନନ୍ଦୀଗ୍ରାମରେ ତମାମ

କରୋନା ଭୟ, ପୁଣି ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ଭୟ ବଢାଇଛି କରୋନା । ଭୁବନେଶ୍ୱର ପରେ ଏବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ଏକ ଘରୋଇ

ମାମୁଁ-ଭାଣିଜୀକୁ ମିଠା ଲୋଭ ଦେଖାଇ ଦୁଷ୍ମର୍ମ ଉଦ୍ୟମ-

ମାମୁଁ-ଭେଣିଜୀ ସମ୍ପର୍କରେ କଳଙ୍କ, ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନାବାଳିକା ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ କଲା ସଇତାନ୍ ମାମୁଁ । ଏଭଳି ଲଜ୍ଜ୍ୟାକର ଘଟଣା ଘଟିଛି କଟକ ବାଙ୍କି ଅଞ୍ଚଳରେ । ସୂଚନା

ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ୫ ଜଣିଆ ଡକାୟତ ଦଳକୁ ଧରିବାରେ ସଫଳ

ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ବହୁଦିନରୁ ଖୋଜୁଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାବୁ କରିଛି । ଏହି ୫ ଜଣିଆ ଦଳ

ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ନମ୍ବର ଜାତୀୟ ରାଜପଥ ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ଆଜି ଅପରାହ୍ନ ୪ ଘଟିକା ସମୟରେ ସିଙ୍ଗଡା ସପ୍ତାହିକ ହାଟରୁ ନିଜ ଘରକୁ ଫେରୁଥିବା

ତହସିଲଦାର ଭୟରେ ୨୦ଲକ୍ଷର ଲାଞ୍ଚ ଟଙ୍କା ଜାଳିଦେଲେ

ରେଡ଼ ପୂର୍ବରୁ  ତହସିଲଦାର ଛାନିଆ,  ଧରା ପଡ଼ିବା ଭୟରେ ଜାଳିଦେଲେ 20ଲକ୍ଷ ଟଙ୍କା । ରାଜସ୍ଥାନର ସିରୋହି ଜିଲ୍ଲାର  ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ କରିବା ପାଇଁ ଯିବା ସମୟରେ ଗ୍ୟାସରେ

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

 ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ

ରାଜଧାନୀର ସବୁ ହଷ୍ଟେଲରେ ଆଜିଠୁ କୋଭିଡ୍ ଟେଷ୍ଟିଂ

ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ ।  ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌

ଶ୍ରୀମନ୍ଦିରରେ ସପ୍ତାହକରେ ଗୋଟିଏ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ,

କରୋନା ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ସପ୍ତାହରେ ଥରେ ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ସେଠାରେ ସାନିଟାଇଜେସନ କରାଯିବ । ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ