IED ବିସ୍ଫୋରଣରେ ୨ ଯବାନ ସହିଦ, ୨ ଗୁରୁତର

ରାଞ୍ଚି: ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ ଘଟିଛି । ପଶ୍ଚିମ ସିଂହିଭୂମର ହୋୟାହତୁ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍ ବେଳେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ

ଘାଟିରେ ଓଲଟିଲା ବସ୍‌, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ

କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି

ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ

ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ

ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦

ଚୋର ରୂପା ଚୋରି କରିବା ପାଇଁ 87 ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁଡଙ୍ଗ କରିଥିଲା –

ରାଜସ୍ଥାନରେ ରୂପା ବାକ୍ସ ଚୋରି କରିବା ପାଇଁ ଅଭିଯୁକ୍ତମାନେ ଖର୍ଚ୍ଚ କଲେ 87 ଲକ୍ଷ ଟଙ୍କା  । ତାଙ୍କ ଘରରୁ ରୂପା ବାକ୍ସ ଚୋରି ପାଇଁ ତିଆରି ହୋଇଥିଲା 20 ଫୁଟ ଲମ୍ବର ସୁଡଙ୍ଗ 

ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ, ୫ ଡକାୟତ ଗିରଫ

ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ

ବଦଳିଲା ସକାଳୁଆ ସ୍କୁଲ ସମୟ, ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପାଠପଢା-

ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସ୍କୁଲ ହେବ । ସେହିଭଳି ଦଶମ ଓ ଦ୍ୱାଦଶ

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣରେ ଆରମ୍ଭ ହେବ ସାଂସଦ ଟିଭି-

ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ଘଟିଥିବାବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି  । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ

ଯାତ୍ରୀବାହୀ ବସ ଓଲଟି ୧୦ ଆହତ, ତିନି ଗୁରୁତର

ଏକ ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହେବା ସହ ତିନି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା