ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଓ ଚାରିପାର୍ଶ୍ବରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ
Author: Kusum Tv
Jyotisha vichara
ମାର୍ଚ୍ଚ -୦୧ ତାରିଖ ,ସୋମବାର , କୁମ୍ଭ ୧୮ ଦିନ, ମାଘମାସ- କୃଷ୍ଣପକ୍ଷ , ପ୍ରାତଃ-୦୬.୧୧.୦୦ , ସନ୍ଧ୍ୟା-୦୫.୪୯.୨୯ . ବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁପଡିଲେ ରୋଗୀଙ୍କ ମା-
ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । କିନ୍ତୁ 108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବା ବଦଳରେ ବିପରୀତ ଦିଗରେ ନିଆଯାଉଥିବା ଅଭିଯୋଗ ହୋଇଛି
ମହାରାଷ୍ଟ୍ର – ଗୁଜରାଟ ପରେ ତାମିଲନାଡୁରେ ବ୍ୟାପୁଛି କରୋନା, ମାର୍ଚ୍ଚ ୩୧ ଯାଏଁ ରହିବ ଲକ୍ଡାଉନ୍
ମହରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏହି ୨ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରେ ଥିବାରୁ କିଛି ସ୍ଥାନରେ ଲକ୍ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ଏବେ
ଚର୍ଚ୍ଚାରେ ମୁରୁଗେସନ
ତାମିଲନାଡୁ ର ମଦୁରାଇ ନିକଟବର୍ତ୍ତୀ ମଲେକକାଲ ଗାଁ ରେ ରହନ୍ତି ଜଣେ ଅଧାରୁ ପାଠ ଛାଡ଼ିଦେଇଥିବା ଯୁବକ ପି ଏମ ମୁରୁଗେସନ । ମୁରୁଗେସନ ଙ୍କ ନାଁ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ ସେବାରୁ ଅବସର ନେଲେ, ଆଜି OPSC ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ୱ-
ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ
ବିଧାନସଭା ନିର୍ବାଚନ ଲାଗି ଆଜି ତୃଣମୂଳ କଂଗ୍ରେସ ଜାରି କରିପାରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା-
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଜାରି କରିପାରନ୍ତି । ପଶ୍ଚିମବଙ୍ଗର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକା ନେଲେ
କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଥିବା ଜଣାପଡିଛି । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ
ମାହାଙ୍ଗା ପଡିଲା ଡ୍ୟୁଟିରେ ମଦ୍ୟପାନ; ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ
ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର
ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁତର
ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା