ବଦଳିଛି ପାଗ । ଶୀତ ସରିବା ସହ ଆରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । କଲବଲ କରୁଛି ତାତି । ଏବେଠୁ ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନ ପ୍ରଭାବିତ କରୁଛି। 40 ଡିଗ୍ରୀ
Author: Kusum Tv
ଘରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ
ନିଆଁ ଲାଗି ଘରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ଏନ୍୫, ୧୭୩ ଅଞ୍ଚଳରେ । ତେବେ ଏପରି ଘଟଣା ସର୍ଟ ସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।
କରୋନା ମୁକାବିଲା ପାଇଁ ୭ ମାସ ପୂର୍ବେ ଲାଗୁ ହୋଇଥିବା ସମସ୍ତ ଆର୍ଥିକ କଟକଣାକୁ ଉଠାଇଲେ ସରକାର
କରୋନା ମହାମାରୀର ମୁକାବିଲା ନିମନ୍ତେ ପ୍ରାୟ ୭ ମାସ ପୂର୍ବେ ଲାଗୁ ହୋଇଥିବା ସମସ୍ତ ଆର୍ଥିକ କଟକଣାକୁ ଉଠାଇ ନେଇଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷର ବାକିଥିବା ଅବଧି ପାଇଁ ଏହି
ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ୍: ଗଣଶିକ୍ଷା ବିଭାଗ
ବଢ଼ୁଛି ଖରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମାର୍ଚ୍ଚ ପହିଲାରୁ ବଦଳିବ ସ୍କୁଲ ସମୟ । ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ନବମ
ରାଜ୍ୟରେ ୧୦୯୯ ପଦବୀ ଖାଲି ପଡିଛି, ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ –
ବିଧାନସଭାରେ ଉଠିଲା ଏଏନଏମ ନିଯୁକ୍ତି ପ୍ରସଙ୍ଗ । ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ଗୃହରେ ଆଜି ଏଏନଏମ ନିଯୁକ୍ତି ପ୍ରସଙ୍ଗରେ ବିବୃତି ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ । ଆଜି
କୁନିକୁ ସହାୟତାର ହାତ ବଢ଼ାଇ ହୃଦୟ ଜିଣିଲେ ସବ୍ୟସାଚୀ-
ପୁଣି ହୃଦୟ ଜିଣିଲେ ସବ୍ୟସାଚୀ । ପୁରୀର କୁନିଙ୍କ ମୁହଁରେ ଫେରାଇଲେ ହସ । କୁନିଙ୍କ ଟ୍ୟୁମର ସଂପର୍କରେ ଏକ ଖବର ଦେଖି ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ । ଏବେ କୁନି ଯନ୍ତ୍ରଣାରୁ
ଜେଲ ଭିତରେ ବାହାଘର-
ପ୍ରେମରୁ ପ୍ରତାରଣା ଆଉ ତା ପରେ ପୁଣି ବୁଝାମଣା । ଏଭଳି ଘଟିଛି ଚୌଦ୍ୱାର ମଣ୍ଡଲ ଜେଲ୍ ରେ । ପୂର୍ବରୁ ଯେଉଁ ପ୍ରେମିକକୁ ପ୍ରତାରକ ର ଆଖ୍ୟା ଦେଇ ଜେଲ୍ ପଠାଇ ଦେଇଥିଲେ
ସାଇକେଲ ଚୋରି ରୁ ମହାଭାରତ, ହଣାକଟାରେ ଜଣେ ଗୁରୁତର
ସାଇକେଲ ଚୋରିରୁ ମହାଭାରତ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାକଟାରେ ଜଣେ ଗୁରୁତର । ଢେଙ୍କନାଳ କାମାକ୍ଷାନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାମାକ୍ଷାନଗର ଥାନା ଅନ୍ତର୍ଗତ ରାଇସିଙ୍ଗା ଗ୍ରାମରେ ଚରଣ ନାୟକଙ୍କ
ବାଲିନୀତିକୁ ନେଇ ଗୃହରେ ଉଠିଲା ଝଡ, ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କାହିଁକି ବୋଲି : ପ୍ରଶ୍ନ କଲେ ମୋହନ ମାଝୀ
ବିଧାନସଭାରେ ବାଲି ତାତି । ପ୍ରଶ୍ନକାଳରେ ବାଲିନୀତିକୁ ନେଇ ଉଠିଲା ଝଡ । ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କଣ ପାଇଁ ବୋଲି ପ୍ରଶ୍ନ କଲେ ମୋହନ ଚରଣ ମାଝୀ । ଗୃହରେ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ, ବିଏସଏଫ ଯବାନ ଠାବ କଲେ ବିପୁଳ ବିସ୍ଫୋରକ
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର

