ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ପ୍ରଭାବ ଶୂନ୍ୟ ରହିଛି ବନ୍ଦର ନଗରୀ ପାରାଦ୍ବୀପ ରେ। ପାରାଦ୍ବୀପ ବଡପଡିଆ,
Author: Kusum Tv
ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ
ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି. କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ସହରର ବନ୍ତ ଛକ
ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।
ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଶୁଖିଲିମୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା କେଶକା ଗାଁ ର ରାଜୁ ତାଣ୍ଡିଏଲ ବୋଡେ଼ନ ବ୍ଲକ ସୁଖଲିମୁଣ୍ଡି
କୃଷକ ଆନ୍ଦୋଳନକୁ ନେଇ ଟୁଲକିଟ୍ ମାମଲାରେ ଦିଶା ରବି ଗିରଫ !
ନୂଆଦିଲ୍ଲୀ ୧୫/୦୨ : ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ
ସାଲେପୁରରେ କଂଗ୍ରେସର ବନ୍ଦ.।
ସାଲେପୁର ୧୫।୨: ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଂଚଳରେ ।କଂଗ୍ରେସ ନେତା ଇଂ
ଯାଜପୁର ଜିଲ୍ଲାରେ ବନ୍ଦ ପ୍ରଭାବ,
ଚଣ୍ଡିଖୋଲ ୧୪।୨: ଦେଶରେ ଦରଦାମର ଅହେତୁକ ବୃଦ୍ଧି ନେଇ ଓଡିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଚଣ୍ଡିଖୋଲ, ଜାରକା, ବାଲିଚନ୍ଦ୍ରପୁର, ଛତିଆଠାରେ ଜାତୀୟ ରାଜପଥ
ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ରାଜ୍ୟରେ ସଡକ ଦୂର୍ଘଟଣାରେ ପ୍ରତିଦିନ ଜୀବନ ହାନି ହେଉଥିଲେ ହେଁ ରାଜ୍ୟରେ ବେପରୁଆ ଗାଡି ଚାଳକଙ୍କ ସଂଖ୍ୟା କମୁନି । ଆଜି ସେଭଳି ଏକ ବେପରୁଆ ଗାଡି ଚାଳନା ନେଇଛି ଜଣେ ବୃଦ୍ଧଙ୍କ ଜୀବନ
ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ ଓ ବିତରକଙ୍କୁ ଆକ୍ରମଣ-
ଯାଜପୁର ବୈରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମନା କରିବାରୁ ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ କରିବା ସହ ବିତରକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
ଚୋରା ମହୁଲି ମଦ କାରବାର ରୋକିବାକୁ ଯାଇ ପୋଲିସ ଓ ଅବକାରୀ ବିଭାଗ ହଟହଟା ହେଲେ
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ବେଧଡକ ଚାଲିଛି । ମହୁଲି ମଦ ପ୍ରସ୍ତୁତି ସ୍ଥାନରେ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୋଲିସର ମିଳିତ ଚଢ଼ାଉ ।
ଉତ୍ୟକ୍ତ ଚାଷୀ ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ
ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ । ଉତ୍ୟକ୍ତ

