ଆଇପିଏସସ୍ତରରେ ଅଦଳବଦଳ, ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍‌. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ, ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ରାଜ୍ୟ ପୋଲିସର

ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ହେବେ ଅଧିନାୟକ

ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର

ସୋନିଆ ଗାନ୍ଧିଙ୍କ ମା’ଙ୍କ ପରଲୋକ

କଂଗ୍ରେସ ଅଧ୍ୟକ୍ଷ‌ା ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କର ଗତ ଶନିବାର ( ଅଗଷ୍ଟ ୨୭) ଦିନ ପରଲୋକ ଘଟିଛି। ଇଟାଲି ସ୍ଥିତ ବାସଭବନରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପାଓଲା ମାଇନୋଙ୍କର ୯୯ ବର୍ଷ ବୟସରେ

ନୂଆଁଖାଇରେ ମାଆ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ ଭୋଗ

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ

‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ

ଭିଡ଼ିଓ ବାର୍ତ୍ତା ଜରିଆରେ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ

ମାର୍କ ପାଇଁ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର, ଭିଡିଓ ଭାଇରାଲ

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍‌

ତାଜମହଲର ନାମ ହେବ ‘ତେଜୋ ମହାଳୟା’ ! ଜୋର୍‌ ଧରିଛି ଚର୍ଚ୍ଚା ଆଲୋଚନା

ଆଗ୍ରାର ତାଜମହଲ ଦୁନିଆର ଅନ୍ୟତମ ଆଶ୍ଚର୍ଯ୍ୟ। ହେଲେ ଏହାର ଅସ୍ତିତ୍ୱକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଯେଉଁଠି ଗୋଟିଏ ପଟେ ରାସ୍ତା, ଛକ ଏବଂ ଜିଲ୍ଲା ଗୁଡ଼ିକର ନାମ ବଦଳା ଯାଉଛି, ସେଠି ତାଜମହଲର ନାମ ପରିବର୍ତ୍ତନକୁ

ସାପୋର୍‌ ଏନ୍‌କାଉଣ୍ଟର୍‌: ୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା

ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର

ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା, ଘୋଷଣା କଲା ଏନଆଇଏ

ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ

1 42 43 44 45 46 183