ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର (ନୂତନ ପେନସନ ) ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କୁ ଭେଟିଲେ –

ଭଦ୍ରକ ବିଧାୟକଙ୍କ ବାସଭବନରେ ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ପ୍ରତିନିଧି ଦଳ ମିଳିତ ହୋଇ ବିଧାୟକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତାଞ୍ଜୟତା ଜ୍ଞାପନ କରିଛନ୍ତି l

ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପତ୍ନୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ

ଗତ ଶୁକ୍ରବାର ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା ।

ଭୁବନେଶ୍ୱର ସମେତ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର ସମେତ ରାଜ୍ୟର ଏହି ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରବିବାର ଦିନ ପାଣିପାଗ ବଭାଗ ଚେତାବନୀ ଦେଇଛି।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧିରେ ଧିରେ ଖୋଲୁଛି, ଭିତରକନିକା ଅଗଷ୍ଟ ୫ ରୁ ଖୋଲିବ

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି ।

ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ଏହି ଗୁଳିକାଣ୍ଡ ଘଟିଛି ।

ବିଷ ପିଆଇ ସ୍ତ୍ରୀକୁ ମାରିଦେଲା ସ୍ୱାମୀ ! ନ୍ୟାୟ ପାଇଁ ବାପା ଥାନାରେ ଗୁହାରି କଲେ-

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ବିଷ ଦେଇ ମାରିଦେଲା । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଢୋଲଗଣ୍ଡି ଗ୍ରାମରେ ।

ବାଇକ୍ ଆଉ ଟ୍ରକ୍ ମୁହାଁମୁହିଁ , ଜୀବନ ହାରିଲେ ବାଇକ ଚାଳକ ଅନ୍ୟ ଜଣେ ଗୁରୁତର

ମୁହାଁମୁହିଁ ହେଲେ ବାଇକ୍‌ ଆଉ ଟ୍ରକ୍‌। ଜୀବନ ହାରିଲେ ବାଇକ ଚାଳକ। ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ନିକଟରେ।

ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ –

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ମଧ୍ୟ ଜାରି କରିଛନ୍ତି ।

1 45 46 47 48 49 109