ଆଜି ଅନୁଗୁଳ ଜିଲ୍ଲାର ପୁରୂନଗର ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସିରହିଥିବା ଏକ ମାଈହାତୀକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି
Category: State
ପବିତ୍ର ମହାଶିବରାତ୍ରି ,ଜନଗହଳି ପାଇଁ ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ-
ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି
ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ
ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଗିଳି ଦେଇଛି । ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ ।
ବଲାଙ୍ଗୀରର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ –
ଦେଶର ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଡିଶାର ଦେବଦତ୍ତ ଚାନ୍ଦ ନିଯୁକ୍ତି ମିଳିଛି । ୨୦୨୧ ମାର୍ଚ୍ଚ ୧୦ରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ
ରାଉରକେଲା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତିନି ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ
ଗତବର୍ଷ ଏକ ଘରୋଇ କଂପାନିର ଜନୈକ କର୍ମଚାରୀ ପିଙ୍କୁ ସୁନା ନାମକଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ୨୪ ଲକ୍ଷ ଟଙ୍କା ଲୁଟ କରିଥିଲେ । ତେବେ ଏହି ଘଟଣା
୧୫ ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମହୁମାଛି ଆକ୍ରମଣରେ ଆହତ-
ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରେ ମହୁମାଛି ଆକ୍ରମଣରେ ଅତି କମରେ ୧୫ ଜଣ ପର୍ଯ୍ୟଟକ ଗୁରୁବାର ଆହତ ହୋଇଛନ୍ତି । ଖବର ଅନୁଯାୟୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଅଧିକାଂଶ ପର୍ଯ୍ୟଟକ ପଶ୍ଚିମବଙ୍ଗ
ପୋଲିସର ସ୍ବତନ୍ତ୍ର ଅଭିଯାନ : ଜାମିନ ବିହୀନ ପରୱାନା ବିରୋଧରେ ଗିରଫ ହେଲେ ୯୭୩ ଜଣ-
ଜାମିନ ବିହୀନ ପରୱାନା ବିରୋଧରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅଭିଯାନ। ଏହା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ରେ ଶେଷ ହେବ। ତେବେ କେବଳ ୭ ତାରିଖରୁ ୯ମଧ୍ୟରେ
ଶିମିଳିପାଳ ଜଙ୍ଗଲରେ ନିଆଁ, ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
ଶିମିଳିପାଳରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ ସଦସ୍ୟ ପହଂଚିଛନ୍ତି । କେନ୍ଦ୍ରୀୟ ଟିମରେ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟିର ଆଇଜି ସଦସ୍ୟ ଅମିତ୍ ମଲିକ ଅଛନ୍ତି । ଟିମ
ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-
ଦିବଂଗତ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ‘‘ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି’’ ନାମରେ ଏକ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବ
ପ୍ଳାଷ୍ଟିକ୍ ପାର୍କ ପାରାଦୀପରେ ନିର୍ମାଣ ହେବ, ଇଣ୍ଡିଆନ୍ ଅଏଲ୍ ଓ ଇଡକୋ ମଧ୍ୟରେ MOU ସ୍ୱାକ୍ଷରିତ-
ପାରାଦୀପରେ ନିର୍ମାଣ ହେବ ପ୍ଳାଷ୍ଟିକ୍ ପାର୍କ । ଏଥିପାଇଁ ଆଜି ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟେରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଆଜି ଏକ ଭର୍ଚୁଆଲମିଟିଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ

