ରାଜ୍ୟରେ ଦିନକୁ ଦିନ ବ୍ରାଉନ୍ ସୁଗରର କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ବର ଏସ୍.ଟି.ଏଫ୍ର ୪ ଜଣିଆ ଟିମ୍ ଚଢାଉ କରି ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛନ୍ତି
Category: State
କମିଶନରେଟ ପୁଲିସ୍ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା\’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା
ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –
ଏପ୍ରିଲ ମାସରୁ ଆଉ ରବିବାର ହେବନାହିଁ କ୍ଲାସ । କେବଳ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବର୍ତ୍ତମାନ ପ୍ରଚଣ୍ଡ ଖରା ଯୋଗୁଁ
ଧାନକିଣାରେ ଅନିୟିତତା ନେଇ ଉତ୍ୟକ୍ତ ଚାଷୀଙ୍କ ରାଜପଥରେ ଧାନ ଢାଳି ରାସ୍ତା ଅବରୋଧ-
ଧାନକିଣାରେ ଅନିୟିତତା ନେଇ ତାତିଲେ ଚାଷୀ । ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି । ଏହାର ପ୍ରତିବାଦରେ
ଅଦା ବୋଝେଇ ଟ୍ରକରୁ ୧୯୦ କେଜି ଗଞ୍ଜେଇ ଜବତ
ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଦୁଇ ଅଭିଯୁକ୍ତ ଧରାପଡିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ମଝିଘରିଆଣି ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇଥିଲା। ତେବେ ଯାଞ୍ଚ
ମୃତ୍ୟୁ ଏମିତି ବି ଆସେ : ଟ୍ରକ ଧକ୍କାରେ ଭାଇଭଉଣୀ ମୃତ, ବାପାମାଆ ଗୁରୁତର
ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଭାଇଭଉଣୀ ମୃତ ଓ ବାପା ମାଆ ଗୁରୁତର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବଳିଆରେ ଏକ
କଳାହାଣ୍ଡିରେ ବ୍ୟବସାୟୀଙ୍କଠୁ 15 ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ ଲୁଟେରା-
କଳାହାଣ୍ଡିରେ ଲୁଟେରା ଆତଙ୍କ । ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ସୁନା ଦୋକାନରୁ 15 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଲୁଟ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକ ସୁନା
ପ୍ରସ୍ତୁତ ହେଲା ଶ୍ରୀମନ୍ଦିର ପାଇଁ 202 କୋଟି ଟଙ୍କାର ବଜେଟ, ରଥଯାତ୍ରା ପାଇଁ 11 କୋଟି ବ୍ୟୟବରାଦ-
202 କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ । ଏନେଇ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି
ସିଲଭର ସିଟି କଟକରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ଜଣେ ଗିରଫ
କଟକରୁ ଜବତ ହେଲା ପାଖାପାଖି ଏକ କ୍ୱିଣ୍ଟାଲ ପରିମାଣର ଚୋରା ଚନ୍ଦନ କାଠ । ଚୋରା କାଠ ଜବତ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଜବତ ଚନ୍ଦନ କାଠ
ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –
ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ

