ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସିଏମ୍ସି ଓ କମିଶନରେଟ୍ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ
Category: State
ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା, ନିୟମ ନମାନିଲେ ଗଣିବାକୁ ପଡିବ ତଣ୍ଡ
ବିଦେଶୀ ଷ୍ଟ୍ରେନ୍ କୁ ନେଇ ବଢୁଛି ଭୟ । ଏନେଇ ଗତ କାଲି ବିଏମସି ପକ୍ଷରୁ ସ୍ୱତନ୍ତ୍ର ନିୟାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାକି ଆଜି ଠାରୁ କଡାକଡି ହେବ । ସମସ୍ତ କରୋନା କଟକଣାକୁ
ସମ୍ବଲପୁର ଅନାଥ ଆଶ୍ରମର ତିନିଜଣ ଶିଶୁଙ୍କୁ କୋଳେଇ ନେଲେ ତାମିଲନାଡୁର ଦମ୍ପତି
ସମ୍ବଲପୁରର ଅନାଥ ଆଶ୍ରମର ତିନିଜଣ ପିଲାଙ୍କୁ ତାମିଲନାଡୁର ଦମ୍ପତି କୋଳେଇ ନେଇଛନ୍ତି । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କ ଅନୁମୋଦନ କ୍ରମେ ତାମିଲନାଡୁର ଏକ ଦମ୍ପତି ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି
ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବୀ
ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ପରିଲକ୍ଷିତ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଚାଷୀଙ୍କ
ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ
ନିଶା ମୁକ୍ତ ହେବ ରାଜ୍ୟର ସମସ୍ତ ଶିକ୍ଷାଅନୁଷ୍ଠାନ- ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନିଶା ମୁକ୍ତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ବୈଠକ ଅନୁଷ୍ଠିତ
୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ” ସହ ଯୋଡ଼ି ହେଲେ
ମୋ ସ୍କୁଲ ଅଭିଯାନ’ରେ ଯୋଡି ହେଲେ ୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ । ସ୍କୁଲ ସଂଖ୍ୟା ୨୬ ହଜାର ଛୁଇଁ ଥିବାବେଳେ ୨୮ ଟି ଜିଲ୍ଲାର ୩୩ କୋଟି ଟଙ୍କାର ପ୍ରକଳ୍ପକୁ
ମାଜିଷ୍ଟ୍ରେଟଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ବୁଗୁଡା ସବଇନ୍ସପେକ୍ଟର ଗିରଫ-
ଗଞ୍ଜାମ ଜିଲ୍ଲାର ଜଣେ ହତ୍ୟାକାରୀଙ୍କୁ ଜାମିନ ପ୍ରଦାନ ନିମନ୍ତେ ମାଜିଷ୍ଟ୍ରେଟଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ବୁଗୁଡା ପୋଲିସ ଜଣେ ସବ-ଇନ୍ସପେକ୍ଟରକୁ ଗିରଫ ହୋଇଛନ୍ତି । ବୁଗୁଡା ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମଏଫସି)
ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆବଶ୍ୟକ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦେଶର ଅଥର୍ନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗର ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବତର୍ନ କରି ମୋଦି ସରକାରଙ୍କୁ ଆଣାଯିବା
ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ସହ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା,
ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା