କେନ୍ଦ୍ରୀୟ ସୁରକ୍ଷା ବାହିନୀର ୪୫୬୧ କୋଟି ପାଉଣା ଛାଡ ବାହାନାରେ ନବୀନ ପୁଣି ମୋଦିଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କଲେ

ଓଡିଶାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୧ ,୨୦୨୦ ମଧ୍ୟରେ ୪୫୬୧.୨୩ କୋଟି ଦେବାକୁ ଓଡିଶା ସରକାରଙ୍କୁ କୁହାଯାଇଥିଲା

ଭୁବନେଶ୍ୱର ଆଇଡ଼ି ମାର୍କେଟ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌, ଦୋକାନ ବଜାର 3 ଦିନ ବନ୍ଦ ରହିବ-

କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଡ଼ି ମାର୍କେଟକୁ ସିଲ୍‌ କଲା ବିଏମସି

ପ୍ରତିଶୃତି ଦେଇ ପ୍ରତାରଣା : ବିବାହର ପ୍ରତିଶୃତି ଦେଇ ପ୍ରେମିକ ଫେରାର

ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅପରାଧ ଏବେ ସୀମା ଟପୁଥିବା ବେଳେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଭଳି ମାନସିକ ଅପରାଧ ଏବେ ନୂଆ ଟ୍ରେଣ୍ଡ ପାଲଟିଛି ।

ଜାତୀୟ 16 ନମ୍ବର ରାଜପଥରେ ଟ୍ରକ ବାଇକକୁ ଧକ୍କା ଦେଲା, ୨ ମୃତ

ଭୟଙ୍କର ସଡକ ଦୁର୍ଘଟଣା । ଜୀବନ ହାରିଲେ 2 ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା 16 ନମ୍ବର ଜାତୀୟ ରାଜପଥରେ ।

ଟ୍ୱିନସିଟିରେ କମ୍ୟୁନିଟି ସ୍ପ୍ରେଡ୍ , ଜଣେ ଲୋକ ଦ୍ୱାରା ୨୦୦ ଲୋକ ସଂକ୍ରମିତ ହୋଇପାରନ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି । କରୋନର ପ୍ରତିଦିନ ଲମ୍ବା ଡିଆଁ ମାରୁଥିବା ବେଳେ ଏବେ କରୋନା ମହାମରୀର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ବଢାଇଛି

ନିଜ ରାଇଫଲରୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା

ରାୟଗଡ଼ା ଜିଲ୍ଲା କାଶୀପୁରରେ ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା । ନିଜ ରାଇଫଲରୁ ଗୁଳି କରି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି

କରୋନା ଆକ୍ରାନ୍ତଙ୍କ ଜୀବନ ଆମ୍ବୁଲାନ୍ସରେ ଚାଲିଗଲା : କୋଭିଡ କେୟାରକୁ ପ୍ରବେଶ ପାଇଁ ମିଳିଲାନି ଅନୁମତି,

କୋଭିଡ କେୟାର ସମ୍ମୁଖରେ ଚାଲିଗଲା କରୋନା ରୋଗୀର ଜୀବନ । ଆମ୍ବୁଲାନ୍ସରେ ଛଟପଟ ହୋଇ ଆଖି ବୁଜିଲେ କୋଭିଡ ଆକ୍ରାନ୍ତ

ସଂକ୍ରମଣ ବଢିବା ସତ୍ୱେ ରାଜଧାନୀ ଲୋକେ ନିୟମ ମାନୁ ନାହାନ୍ତି , ବିଏମସି କମିଶନର କଡା ପଦକ୍ଷେପ ନେବାକୁ ସତର୍କ କରାଇଦେଲେ –

ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ

ଆଗାମି ୫ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା-

ର୍ବ ବିହାର ରୁ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୧.୫କିମି ଯାଏଁ ଉତ୍ତର-ଦକ୍ଷିଣ ଦିଗରେ ଲମ୍ବିଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ଆଗାମି ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲଗି ରହିବା ନେଇ ଆଚଂଳିକ ପାଣିପାଗ କନ୍ଦ୍ରେ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି

ରାଜଧାନୀର ମାର୍କେଟ ବିଲ୍ଡିଂକୁ ୪ ଦିନ ପାଇଁ ବନ୍ଦ କରିଛି ବିଏମସି –

ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ