ପାରିବାରକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଭଣ୍ଡିମାଲ ଗାଁ ରେ । କଳହର ପରିଣାମ ଏପରି ଥିଲା ଯେ ସ୍ୱାମି ଓ ସ୍ତ୍ରୀ ଦୁହିଁକୁ ମୃତ୍ୟୁ ବରଣ କରିଛନ୍ତି
Category: News
ମୁକ ଦର୍ଶକ ହୋଇପାରିବୁନି ଜାତୀୟ ସଙ୍କଟ ସମୟରେ ହସ୍ତକ୍ଷେପ କରିବା ଆବଶ୍ୟକ ହୋଇପଡିଛି- ସୁପ୍ରିମକୋର୍ଟ
କରୋନା ମହାମାରି ସହିତ ଦେଶ ଲଢୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ।
ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା, ଅସହ୍ୟ ତାତିରୁ ମିଳିବ ନିସ୍ତାର-
ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ନିସ୍ତାର । ଆଜି ଓ ଆସନ୍ତାକାଲି ଘଡଘଡି, ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ନେଇ ସତର୍କ ରହିବାକୁ ପରାମର୍ଶ
ଓଡିଶା ସରକାର ୧୨ ଓଏଏସ୍ ଅଫିସରଙ୍କୁ କରୋନା ମୁକାବିଲା କରିବା ଲାଗି ପଶ୍ଚିମ ଓଡିଶାରେ ନିଯୁକ୍ତ କଲେ-
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏଥିରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମିତ ପଶ୍ଚିମ ଓଡିଶାରୁ ଚିହ୍ନଟ ହେଉଛନ୍ତି
ଜଗା ରାଉତ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟକଳାକାରଙ୍କ କରୋନାରେ ମୃତ୍ୟୁ-
ଜଲିଉଡ ବା ଯାତ୍ରାଜଗତର ଅଭିନେତା ତଥା ହାସ୍ୟ କଳାକାର ଜଗା ରାଉତ କରୋନାରେ ପ୍ରାଣ ହରାଇଛନ୍ତି
ଆଜିଠୁ କର୍ଣ୍ଣାଟକରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ୍, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ
ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ଯାହା ପୁରା ଦେଶ ପାଇଁ ଭୟକୁ ଦ୍ୱିଗୁଣିତ କରିଛି ।
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କ ବେକରେ ଚପଲ ମାଳ ପକାଇ ଗ୍ରାମରେ ବୁଲାଇଲେ ଗ୍ରାମବାସୀ-
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ହଟହଟା ହେଲେ ଯୁବକ । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତ ର ନରେନ୍ଦ୍ରପୁର ନାଥସାହି ଗ୍ରାମର ଜୈନିକ ଯୁବକ ପ୍ରଶାନ୍ତ ନାଥ
ରାଜ୍ୟରେ 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ବିଳମ୍ବ ହୋଇପାରେ ଟୀକାକରଣ !
ଅନିଶ୍ଚିତତା ଘେରରେ ଟୀକାକରଣ । ରାଜ୍ୟରେ 18 ରୁ 44 ବର୍ଷ ପାଇଁ ଟୀକା ଆସିବାରେ ହୋଇପାରେ ବିଳମ୍ବ
କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କରୋନା ସମୟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ-
କରୋନା କାଳରେ ପିପିଲି ଉପନିର୍ବାଚନକୁ ଘୁଂଚେଇ ଦେବା ପାଇଁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି
ଆଇପିଏଲ ୨୦୨୧: ଆଜି ହାଇଭୋଲଟେଜ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ –
ଆଜି ଆଇପିଏଲର ୨୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗଲୋରକୁ ।

