ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ
Category: News
ଏକକାଳୀନ 4ଟି ସ୍ଥାନରେ ରେଡ୍ ; ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଆରଏସ
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ପରେ ଜଣେ ସରକାରୀ କର୍ମଚାରୀ ଦୁର୍ନୀତି ପାଇଁ
ବରଗଡ଼ ପୋଲିସକୁ ସଫଳତା, 33 ହଜାର 500 ଟଙ୍କାର ନକଲି ନୋଟ ଜବତ
ବରଗଡ଼ ପୋଲିସକୁ ବଡ ସଫଳତା । 33 ହଜାର 500 ଟଙ୍କାର ନକଲି ନୋଟ ଜବତ ହୋଇଛି । ଜଣେ ଛେଳି ବେପାରୀଙ୍କ ଠାରୁ ଡକାୟତି କରିବା ଫଳରେ ଫିଟିଲା ଗୁମର । ବରଗଡ଼
ଆଇଏସଏସଏଫ ବିଶ୍ୱକପ ; ତିନି ଗୋଲ୍ଡ ମେଡାଲ ସହ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଲା
ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣୀ ସିଂ ସୁଟିଙ୍ଗ ରେଂଜରେ ଖେଳାଯାଉଥିବା ଆଇଏସଏସଏଫ ବିଶ୍ୱକପରେ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଛି । ବର୍ତ୍ତମାନ ସୁଦ୍ଧା ଭାରତ ଛଅଟି ସ୍ୱର୍ଣ୍ଣ, ଚାରୋଟି ରୌପ୍ୟ ଏବଂ ଚୋରୋଟି
୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ୫୪ ହଜାର ଟଙ୍କାର ତଣ୍ଡ
ସମ୍ବଲପୁରର ବୁର୍ଲା ଭୀମସାରେ ୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ସେମାନଙ୍କଠାରୁ ୫୪ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ
୧୪୪ ଧାରା ଜାରି ; ସ୍କୁଲ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
ପଟ୍ଟାମୁଣ୍ଡାଇ ପୌରାଞ୍ଚର ୧୧ନଂ. ୱାର୍ଡ ସଂଖ୍ୟାଲଘୁ ବସ୍ତିରେ ଏକ ସ୍କୁଲ ଠିକା କାମକୁ ନେଇ ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ପରିସ୍ଥିତି ଅଣାୟତ୍ତ
ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ, ‘ମୋ କଲେଜ’ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପ୍ରଥମେ ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ
ଉତ୍ତରପ୍ରଦେଶ, ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ମୃତ, ୩ ପୋଲିସ କର୍ମଚାରୀ ନିଲମ୍ବିତ
ଉତ୍ତରପ୍ରଦେଶରେ ଲଗାତାର ଭାବେ ବିଷାକ୍ତ ମଦମୃତ୍ୟୁ ଖବର ଆସୁଛି । ପୂର୍ବରୁ ପ୍ରୟାଗରାଜ ଓ ପ୍ରତାପଗଡ଼ରେ ବିଷାକ୍ତ ମଦ ପିଇ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ଚିତ୍ରକୁଟରେ ୪ ଜଣ ଲୋକ ବିଷାକ୍ତ
ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି
ଭୁବନେଶ୍ୱରର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି । 20 ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ପରେ ସିଲ । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଜାଭିୟର ଇନଷ୍ଟିଟ୍ୟୁଟ
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ, ମା ଗୁରୁତର , ଫିକା ପଡିଲା ରକ୍ତ ସମ୍ପର୍କ
ଅନୁଗୁଳ ଜିଲ୍ଲା ଦୁର୍ଗାପୁରୁ ଗ୍ରାମରେ ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରୁ ଗ୍ରାମରେ ପାରିବାରିକ

