ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ
Category: News
କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ
ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ
ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦
ଚୋର ରୂପା ଚୋରି କରିବା ପାଇଁ 87 ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁଡଙ୍ଗ କରିଥିଲା –
ରାଜସ୍ଥାନରେ ରୂପା ବାକ୍ସ ଚୋରି କରିବା ପାଇଁ ଅଭିଯୁକ୍ତମାନେ ଖର୍ଚ୍ଚ କଲେ 87 ଲକ୍ଷ ଟଙ୍କା । ତାଙ୍କ ଘରରୁ ରୂପା ବାକ୍ସ ଚୋରି ପାଇଁ ତିଆରି ହୋଇଥିଲା 20 ଫୁଟ ଲମ୍ବର ସୁଡଙ୍ଗ
ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ, ୫ ଡକାୟତ ଗିରଫ
ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ
ବଦଳିଲା ସକାଳୁଆ ସ୍କୁଲ ସମୟ, ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପାଠପଢା-
ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସ୍କୁଲ ହେବ । ସେହିଭଳି ଦଶମ ଓ ଦ୍ୱାଦଶ
ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣରେ ଆରମ୍ଭ ହେବ ସାଂସଦ ଟିଭି-
ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ଘଟିଥିବାବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ
ଯାତ୍ରୀବାହୀ ବସ ଓଲଟି ୧୦ ଆହତ, ତିନି ଗୁରୁତର
ଏକ ଯାତ୍ରୀବାହୀ ବସ ଓଲଟି ପଡିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହେବା ସହ ତିନି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା
ଗାଈଗୋରୁଙ୍କ ପାଇଁ ଆଶ୍ରମ-
ପୂର୍ବତନ ଜଣେ ପୋଲିସ ଅଧିକାରୀ ଗୋବିନ୍ଦ ପ୍ରସାଦ ପଟ୍ଟନାୟକ ରାସ୍ତା କଡ଼ର ଦୁର୍ଘଟଣାଗସ୍ତ ବୁଲା ଗାଈଗୋରୁ ଙ୍କ ପାଇଁ ପୁରୀ ରେ ଏକ ନିଆରା ହସ୍ପିଟାଲ ପରିଚାଳନା ସହିତ ଏକ ଆଶ୍ରୟ ସ୍ଥଳ ପରିଚାଳନା
ରାୟଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ, ଏକକାଳୀନ 6ଟି ସ୍ଥାନରେ ରେଡ
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର