ସୁପ୍ରିମକୋର୍ଟ କରୋନାର ତୃତ୍ୱୀୟ ଲହର ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ କହିଲେ

ସମ୍ପୁର୍ଣ୍ଣ ଭାରତ କରୋନାର ଦ୍ୱିତ୍ୱୀୟ ଲହର ସହିତ ସସଗ୍ରାମ କରୁଥିବା ବେଳେ ଆଜି କରୋନାର ସାମ୍ଭାବ୍ୟ ତୃତ୍ୱୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତୁତ ରହିବାକୁ ଆଜି ସୁପ୍ରିମକୋର୍ଟ କହିଛନ୍ତି ।

କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଯିବେ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୪ ଜଣିଆ ଟିମ ପଶ୍ଚିମବଙ୍ଗ ଯିବ ବୋଲି ଜଣାଯାଇଛି

ଜେଲରେ ଆସାରାମ ବାପୁ କରୋନା ପଜିଟିଭ, ହସ୍‌ପିଟାଲରେ ଭର୍ତ୍ତି

ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଛି । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ପଠାଯାଇଛି

କରୋନା ସମୟରେ – ଜିଲ୍ଲାପାଳଙ୍କ ବ୍ୟବହାରରେ ଅସହ୍ୟ ହୋଇ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ-

ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଇସ୍ତଫା ଦେଇଛନ୍ତି ।

କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ, ୨ ଗିରଫ ୫ ବନ୍ଧୁକ ଜବତ

ଦୀର୍ଘଦିନରୁ କରିଆସୁଥିବା ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାସ ହୋଇଛି । ଯାହାଫଳରେ ଏହି କାମରେ ଲିପ୍ତ ଥିବା ୨ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ-

ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି ।

ମେ ୭ ତାରିଖ ଯାଏଁ ୟୁପିରେ ବଢିଲା ଲକ୍‌ଡାଉନ୍ ଅବଧି, ବଳବତ୍ତର ରହିବ କଟକଣା

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ୟୁପିରେ ଆଂଶିକ ଲକ୍‌ଡାଉନ୍ ଳାଗୁ କରାଯାଇଥିଲା । ଲକ୍‌ଡାଉନ୍ ସତ୍ତ୍ୱେ ବି ୟୁପିରେ କରୋନା ସଂକ୍ରମଣ ଆୟତ ହେଉନଥିବାରୁ ଏବେ ପୁଣି ଲକ୍‌ଡାଉନ୍ ଅବଧି କୁ ବଢାଇଛନ୍ତି ୟୁପି ସରକାର ।

କରୋନା ସଂକ୍ରମଣ ଭୟ କାରଣରୁ ସଂକ୍ରମିତ ଜେଜେବାପା-ମା’ ଆତ୍ମହତ୍ୟା କଲେ

ରାଜସ୍ଥାନର କୋଟା ଜିଲ୍ଲାରେ ରବିବାର କରୋନା ଭାଇରସରେ ସଂକ୍ରମିତ ବରିଷ୍ଠ କଥିତ ରୂପେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି

ଟି. ରବି ଶଙ୍କର ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ

ଏପ୍ରିଲ ମାସରେ ରିଜର୍ବ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବି.ପି କାନୁନଗୋ ଅବସର ନେବା ପରେ ଏବେ ତାଙ୍କ ସ୍ଥାନରେ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି ଟି. ରବି ଶଙ୍କର

1 14 15 16 17 18 34