ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ତିନି ଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ରହିଥିବା ବେଳେ ଝାରସୁଗୁଡାର ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବା ପ୍ରମୁଖ
Category: National
ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ
ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ
ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ଭାରତୀୟ ଦଳରେ ୩ ନୂଆ ମୁଁହ ସାମିଲ
ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।
ଆଜି ଭାରତ-ଇଂଲଣ୍ଡ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ ।
ଅହମଦାବାଦର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ, ୪୬ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ନିୟନ୍ତ୍ରିତ
ଗୁଜରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଛି । ଭତବା ଅଂଚଳରେ ଥିବା ଏହି ପ୍ଲାଷ୍ଟିକ କାରଖାନାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହୋଇ ପଡୁଥିବା ବେଳେ ଏବେ ପୁଣି ଆଉ ଏକ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜର
ଜଣଙ୍କୁ ବଂଚାଇବା ଲାଗି ସେପ୍ଟିକ୍ ଟ୍ୟାଙ୍କିକୁ ଗଲେ ପରିବାରର ଅନ୍ୟ ୪ ବ୍ୟକ୍ତି, ସମସ୍ତେ ମୃତ
ଉତ୍ତର ପ୍ରଦେଶର ଆଗ୍ରା ଠାରୁ ୪୫ କିମି ଦୂର ଫତେହାବାଦ ଅଂଚଳର ପରତାପୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସେପ୍ଟିକ୍ ଟାଙ୍କିରେ ଫସିଥିବା ଲୋକଙ୍କୁ ବଂଚାଇବା ପାଇଁ ଅନ୍ୟ ୪
ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ
ବ୍ରିଟିଶ ଯୁଗରେ ରାଜ୍ୟ ରାଜପଥ -୬୩ ରେ ରାଇଝରନ ଅଞ୍ଚଳ ନିକଟରେ ନିର୍ମିତ ଏକ ସେତୁ ବୁଧବାର ଭୁଶୁଡି ଯାଇଥିବା ସୂଚନା ମିଳିଛି । ୧୯୩୦-୩୨ ମସିହାରେ ଚେଣ୍ଡିପଡା-ଅନୁଗୁଳ ରାସ୍ତାରେ ସିଙ୍ଗ୍ରା ବ୍ରିଜ୍ ନିର୍ମାଣ
ଦେଶର ପ୍ରଥମ ଏସି ରେଳ ଷ୍ଟେସନ ସଂପର୍କରେ ଜାଣନ୍ତୁ, ବିମାନ ବନ୍ଦର ଭଳି ମିଳିବ ସୁବିଧା
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଠାରେ ଦେଶର ପ୍ରଥମ ସେଣ୍ଟ୍ରାଲାଇଜ ଏସି ରେଳ ଷ୍ଟେସନର ନିର୍ମାଣ କାମ ଶେଷ ହେବାକୁ ଯାଉଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଫଟୋ ସେୟାର କରିଛନ୍ତି ।
ଧିମା ବୋଲିଙ୍ଗ ପାଇଁ ଦଣ୍ଡିତ ହେଲେ ଭାରତୀୟ ଖେଳାଳି
ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଭାରତୀୟ ଖେଳାଳିଙ୍କ

