ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦
Category: National
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମୁଦ୍ରିକ ଭାରତ ସମ୍ମିଳନୀ ୨୦୨୧ ର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ର ଉଦଘାଟନ କରିବେ । ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ
ମାର୍ଚ୍ଚ ୪ ତାରିଖରୁ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ
ମହାରାଷ୍ଟ୍ର – ଗୁଜରାଟ ପରେ ତାମିଲନାଡୁରେ ବ୍ୟାପୁଛି କରୋନା, ମାର୍ଚ୍ଚ ୩୧ ଯାଏଁ ରହିବ ଲକ୍ଡାଉନ୍
ମହରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏହି ୨ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରେ ଥିବାରୁ କିଛି ସ୍ଥାନରେ ଲକ୍ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ଏବେ
ଚର୍ଚ୍ଚାରେ ମୁରୁଗେସନ
ତାମିଲନାଡୁ ର ମଦୁରାଇ ନିକଟବର୍ତ୍ତୀ ମଲେକକାଲ ଗାଁ ରେ ରହନ୍ତି ଜଣେ ଅଧାରୁ ପାଠ ଛାଡ଼ିଦେଇଥିବା ଯୁବକ ପି ଏମ ମୁରୁଗେସନ । ମୁରୁଗେସନ ଙ୍କ ନାଁ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଧାନସଭା ନିର୍ବାଚନ ଲାଗି ଆଜି ତୃଣମୂଳ କଂଗ୍ରେସ ଜାରି କରିପାରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା-
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଜାରି କରିପାରନ୍ତି । ପଶ୍ଚିମବଙ୍ଗର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକା ନେଲେ
କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଥିବା ଜଣାପଡିଛି । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ
୨ ହଜାର କୋଟି ଟଙ୍କାର ପାଣ୍ଠି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦାୟ ହେଲା
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇସାରିଛି
ବରିଷ୍ଠ ନାଗରିକଙ୍କୁ ଟିକାକରଣ: ଘରୋଇ ହସ୍ପିଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ
ଦୀର୍ଘ ୧୧ମାସ ପରେ ପୁଣି କରୋନା ମୁଣ୍ଡ ଟେକିବା ଆରମ୍ଭ କରିଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଯାହା ଫଳରେ ସାମାଜିକ ଦୂରତା
ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି

