ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଶିଶୁ ହତ୍ୟା ମାମଲାରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ରେ ପିଟିସନ । ଆଫିଦେଭିଟ୍ ପାଇଁ ରାଜ୍ୟ ସରକାରଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ନ୍ୟାୟ ପାଇଁ ସିବିଆଇ ତଦନ୍ତ
Category: National
ମାହାଙ୍ଗାରେ ବିଧବା ମହିଳାକୁ ଗଣ ଦୁଷ୍କର୍ମ ସହ ହତ୍ୟା ଘଟଣା ; ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କଲା ବିଜେପି ମହିଳା ମୋର୍ଚ୍ଚା
ରାଜ୍ୟରେ ମହିଳାମାନେ ଏବେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମେନାଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପେର ଅତ୍ୟାଚାର, ଅସଦାଚରଣ, ଦୁଷ୍କମ,ର୍ ଘେରାଇ ହିଂସା ଏବଂ
୨୦୨୦-୨୧ ବର୍ଷ ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ : ପଂଚାନନ କାନୁନଗୋ
ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ । ଆୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ପାଇଁ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦
ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାରେ ଜଣେ ଗିରଫ
ଗତ ଶନିବାର ଦିନ ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଜଣେ ବ୍ୟବସାୟୀ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଘଟଗାଁ ପୋଲିସ ଗିରଫ କରିଛି
ବଢୁଛି ସବୁଜ ଜହର ଚାଲାଣ କାରବାର, ପୁଣି ଲମତାପୁଟରୁ 18 ଲକ୍ଷର ଗଞ୍ଜେଇ ଜବତ
ରାଜ୍ୟରେ ବଢୁଛି ସବୁଜ ଜହର ଚାଲାଣ କାରବାର । ଆନ୍ଧ୍ରପ୍ରଦେଶରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ । ବିଳମ୍ବିତ ରାତିରେ କୋରାପୁଟ
ଜଣେ ଚାଷୀ ଯିଏକି ତିଆରି କରିଛନ୍ତି ଏକ ଡାକ୍ତରଖାନା
ସେ ଥିଲେ ଜଣେ ସାଧାରଣ ଚାଷୀ । ପରିସ୍ଥିତି ତାଙ୍କୁ ସଜାଇଦେଲା ଏକ ଆମ୍ବୁଲାନ୍ସ ଡ୍ରାଇଭର ଭାବେ । ବିଗତ 20 ବର୍ଷ ଧରି ଦୁର୍ଗମ ଗାଁରୁ 4 ହଜାର ରୁ ଅଧିକ ରୋଗୀ
କେନ୍ଦ୍ରାପଡା ରାଜକନିକା ପୋଲିସକୁ ବଡ଼ ସଫଳତା, 5 ଡକାୟତ ଗିରଫ
କେନ୍ଦ୍ରାପଡା ରାଜକନିକା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ, ଲୁଟପାଟ କରୁଥିବା 5 ଡକାୟତଙ୍କୁ ଗିରଫ କରିଛି ପୋଲିସ । 5 ଡକାୟତଙ୍କ ମଧ୍ୟରୁ 2ଜଣ ନାବାଳକ ଅଛନ୍ତି ।
ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ, 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ
ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ । 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁର ପୋଖରୀ
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ; କ୍ଷତିପୂରଣ ଦାବି
ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମକୁନ୍ଦପୁର ଗ୍ରାମରେ
ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣୀ , ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବ କି ନାହିଁ ?
ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆଜି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ପରୀର ପରିବାର ଲୋକଙ୍କ ପାଇଁ । ଝିଅ କୁ ନ୍ୟାୟ ଦେବା ପାଇଁ ଏସଆଇଟି ଉପରୁ ଆସ୍ଥା ହରାଇ

