ବଢୁଛି ସବୁଜ ଜହର ଚାଲାଣ କାରବାର, ପୁଣି ଲମତାପୁଟରୁ 18 ଲକ୍ଷର ଗଞ୍ଜେଇ ଜବତ

ରାଜ୍ୟରେ ବଢୁଛି ସବୁଜ ଜହର ଚାଲାଣ କାରବାର  । ଆନ୍ଧ୍ରପ୍ରଦେଶରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ । ବିଳମ୍ବିତ ରାତିରେ କୋରାପୁଟ

ଜଣେ ଚାଷୀ ଯିଏକି ତିଆରି କରିଛନ୍ତି ଏକ ଡାକ୍ତରଖାନା

ସେ ଥିଲେ ଜଣେ ସାଧାରଣ ଚାଷୀ । ପରିସ୍ଥିତି ତାଙ୍କୁ ସଜାଇଦେଲା ଏକ ଆମ୍ବୁଲାନ୍ସ ଡ୍ରାଇଭର ଭାବେ । ବିଗତ 20 ବର୍ଷ ଧରି ଦୁର୍ଗମ ଗାଁରୁ 4 ହଜାର ରୁ ଅଧିକ ରୋଗୀ

କେନ୍ଦ୍ରାପଡା ରାଜକନିକା ପୋଲିସକୁ ବଡ଼ ସଫଳତା, 5 ଡକାୟତ ଗିରଫ

କେନ୍ଦ୍ରାପଡା ରାଜକନିକା ପୋଲିସକୁ ବଡ଼ ସଫଳତା  । ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ, ଲୁଟପାଟ କରୁଥିବା 5 ଡକାୟତଙ୍କୁ ଗିରଫ କରିଛି ପୋଲିସ  । 5 ଡକାୟତଙ୍କ ମଧ୍ୟରୁ 2ଜଣ ନାବାଳକ ଅଛନ୍ତି  ।

ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ, 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ

ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ  । 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ  । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁର ପୋଖରୀ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ; କ୍ଷତିପୂରଣ ଦାବି

ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମକୁନ୍ଦପୁର ଗ୍ରାମରେ

1999 ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଦୀର୍ଘ 22 ବର୍ଷ ପରେ ଗିରଫ-

ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହେଲା କମିଶନରେଟ ପୋଲିସ । ଦୀର୍ଘ 22 ବର୍ଷ ପରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯାଇଛି  । ବିବନକୁ

ପୁଣି କାୟା ମେଳାଇଲାଣି କରୋନା କିନ୍ତୁ ଲୋକେ ବେଫିକର, ଡ୍ରାଇଭିଂ ଟେଷ୍ଟ ବେଳେ ନାହିଁ ସାମାଜିକ ଦୂରତା

ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ  ରବିବାରଠାରୁ  କମିଶନରେଟ୍ ପୋଲିସ

କାର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ହାତୀ ମଡ଼କରେ ନିଲମ୍ବିତ ହେଲେ –

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ମାତ୍ର ୧୫ ଦିନ ଭିତରେ ୭ ଟି ହାତୀଙ୍କ ମୃତ୍ୟୁ ପୁରା ରାଜ୍ୟର ଚିନ୍ତା ବଢାଇଥିବା ବେଳେ କାହିଁକି ଗୋଟିଏ ପରେ ଗୋଟିଏ ହାତୀ ମରୁଛନ୍ତି ତାକୁ ନେଇ ତଦନ୍ତ

ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣୀ , ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବ କି ନାହିଁ ?

ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆଜି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ପରୀର ପରିବାର ଲୋକଙ୍କ ପାଇଁ । ଝିଅ କୁ ନ୍ୟାୟ ଦେବା ପାଇଁ ଏସଆଇଟି ଉପରୁ ଆସ୍ଥା ହରାଇ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ, ଲୋକାର୍ପଣ କରିବେ ବିଭିନ୍ନ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ରହିବେ । ଏହି ଅବସରରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ