ଉତ୍ତର ପ୍ରଦେଶର ହାପୁଡ଼ରେ ସର୍ବସାଧାରଣରେ ଯୁବତୀଙ୍କ ଶରୀର ଉପରେ ଏସିଡ଼ ଆକ୍ରମଣ ହୋଇଛି । ଏଠାରେ ଜଣେ ଯୁବକ ଘରେ କାମ କରୁଥିବା ଯୁବତୀଙ୍କ ଉପରେ କାନ୍ଥ ଉପରକୁ ଚଢ଼ି ଏସିଡ ଆକ୍ରମଣ କରି
Category: Regional
ଏବେ ମଦ ପିଇ ଗାଡ଼ିରେ ବସିଲେ ଚାଲିବନି ଗାଡି-
ବିହାର ର ପୂର୍ଣ୍ଣିଆ ରେ ରହୁଥିବା ଐଶ୍ଵର୍ଯ୍ୟା ପ୍ରିୟା ନାମ୍ନୀ ଜଣେ ବିଟେକ ଛାତ୍ରୀ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ଟିର ନାଁ ଆଲକୋହଲ
କରୋନା ଗାଇଡଲାଇନ ନେଇ ଡିଇଓଙ୍କୁ ଅତିରିକ୍ତ ସଚିବଙ୍କ ଚିଠି, ନିୟମ ଉଲଂଘନ କଲେ ହେବେ ଦଣ୍ଡିତ
ରାଜ୍ୟରେ ପୁଣି ବଢୁଛି କରୋନା ଭୟ । କୋଭିଡ ଗାଇଡଲାଇନ ପାଳନ ନେଇ ଗଣଶିକ୍ଷା ବିଭାଗର ପଦକ୍ଷେପ । ବିଭାଗର ଅତିରିକ୍ତ ସଚିବଙ୍କ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି । କୋଭିଡ କଟକଣା ପାଇଁ
କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ ସିଏମ୍ସି ପକ୍ଷରୁ ଗଠନ ହେଲା ସ୍ୱତନ୍ତ୍ର ଟିମ
ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସିଏମ୍ସି ଓ କମିଶନରେଟ୍ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ
ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା, ନିୟମ ନମାନିଲେ ଗଣିବାକୁ ପଡିବ ତଣ୍ଡ
ବିଦେଶୀ ଷ୍ଟ୍ରେନ୍ କୁ ନେଇ ବଢୁଛି ଭୟ । ଏନେଇ ଗତ କାଲି ବିଏମସି ପକ୍ଷରୁ ସ୍ୱତନ୍ତ୍ର ନିୟାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାକି ଆଜି ଠାରୁ କଡାକଡି ହେବ । ସମସ୍ତ କରୋନା କଟକଣାକୁ
ସମ୍ବଲପୁର ଅନାଥ ଆଶ୍ରମର ତିନିଜଣ ଶିଶୁଙ୍କୁ କୋଳେଇ ନେଲେ ତାମିଲନାଡୁର ଦମ୍ପତି
ସମ୍ବଲପୁରର ଅନାଥ ଆଶ୍ରମର ତିନିଜଣ ପିଲାଙ୍କୁ ତାମିଲନାଡୁର ଦମ୍ପତି କୋଳେଇ ନେଇଛନ୍ତି । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କ ଅନୁମୋଦନ କ୍ରମେ ତାମିଲନାଡୁର ଏକ ଦମ୍ପତି ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି
ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବୀ
ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ପରିଲକ୍ଷିତ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଚାଷୀଙ୍କ
ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ
ନିଶା ମୁକ୍ତ ହେବ ରାଜ୍ୟର ସମସ୍ତ ଶିକ୍ଷାଅନୁଷ୍ଠାନ- ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନିଶା ମୁକ୍ତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ବୈଠକ ଅନୁଷ୍ଠିତ
୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ” ସହ ଯୋଡ଼ି ହେଲେ
ମୋ ସ୍କୁଲ ଅଭିଯାନ’ରେ ଯୋଡି ହେଲେ ୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ । ସ୍କୁଲ ସଂଖ୍ୟା ୨୬ ହଜାର ଛୁଇଁ ଥିବାବେଳେ ୨୮ ଟି ଜିଲ୍ଲାର ୩୩ କୋଟି ଟଙ୍କାର ପ୍ରକଳ୍ପକୁ