ମାନସିକ ଚାପ ହରାଇ ଚମ୍ପାବନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ । ସୁଚନା ଅନୁସାରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ
Category: Regional
ଓଡିଶା ଓ ଛତିଶଗଡ ମହାନଦୀ ଜଳ ବିବାଦର ମାମଲା ଟ୍ରିବ୍ୟୁନାଲରେ ଶେଷ ହେଲା ଆଜିର ଶୁଣାଣୀ
ଆଜି ଓଡ଼ିଶା ଓ ଛତିଶଗଡ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ର ଶୁଣାଣୀ ଶେଷ ହୋଇଛି । ଓଡ଼ିଶାର କାଉଣ୍ଟର ପ୍ରସ୍ତାବ ଉପରେ ସମୟ ନେଲା ଛତିଶଗଡ଼ । ତେବେ ଛତିଶଗଡକୁ ୩
ଆଦୀବାସୀ ମେଳା ୨୦୨୧ ରାଜଧାନୀ ବାସୀଙ୍କୁ ବେଶ ଆକୃଷ୍ଟ କରିଛି କେନ୍ଦୁଝର ପ୍ରସିଦ୍ଧ ଆଦିବାସୀ ମହିଳାଙ୍କ ହାତ ତିଆରି ବଡ଼ି ପାମ୍ପଡ଼
ସବୁ ବର୍ଷ ଭଳି ଚଳିତ ବର୍ଷ ବି ଜାନୁଆରୀ ୨୬ ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏବର୍ଷ କିନ୍ତୁ କରୋନା କଟକଣା ଭିତରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିବାରୁ
କିନ୍ନର ଚଳାଇବେ ସ୍ୱଚ୍ଛ ସବାରୀ;ଘରକୁ ଘର ବୁଲି ସଂଗ୍ରହ କରିବେ ଅଳିଆ
ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱଚ୍ଛ ସବାରୀର ଉଦ୍ଘାଟନ ହୋଇ ଯାଇଛି । ବ୍ୟାଟେରୀ ଚାଳିତ ଏହି ଗାଡିକୁ କିନ୍ନରମାନେ ଚଳାଇବେ । ସେମାନେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ।
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ
ଯୌନ ନିର୍ଯାତନା ଅଭିଯୋଗରେ ଅଲ ଓଡ଼ିଶା ଅର୍ଥୋପେଡିକାଲ୍ ଭିନ୍ନକ୍ଷମ କଲ୍ୟାଣ ସଂଘର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରର ସେକ୍ରେଟାରୀ ଗିରଫ
– ରାଜଧାନୀ ପଳାଶପଲ୍ଲୀ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ଶୁକ୍ରବାର ଅଲ ଓଡ଼ିଶା ଅର୍ଥୋପେଡିକାଲ୍ ଭିନ୍ନକ୍ଷମ କଲ୍ୟାଣ ସଂଘର ସେକ୍ରେଟାରୀ ତଥା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ
ମାତିଛନ୍ତି ସାଇବର ଠକ, କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସାଇବର ଠକଙ୍କୁ ସୁହାଇଛି 2020 କରୋନା ଲକଡାଉନ
ମାତିଛନ୍ତି ସାଇବର ଠକ । ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି 2020 କରୋନା ଲକଡାଉନ ସାଇବର ଠକଙ୍କୁ ସୁହାଇଛି । ଅନେକ ବ୍ୟକ୍ତି ସାଇବର
ମୁଣ୍ଡବିହୀନ ମୃତଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀ ଓ ମୃତକଙ୍କର ଟେର୍ ପାଉନି ପୋଲିସ, ଅନୁସନ୍ଧାନ ଜାରି
ଚନ୍ଦକା ନିକଟସ୍ଥ ଭରତପୁରସ୍ଥିତ ଦାଶପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାରର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀର ସନ୍ଧାନ ମିଳିପାରିନଥିବା ଭୁବନେଶ୍ୱର ଡେପୁଟି କମିଶନର (ଡିସିପି) ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ନିଖୋଜ ମହିଳାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର, ହତ୍ୟା ଅଭିଯୋଗ
ଜାନୁଆରୀ ୩୦ ତାରିଖରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଆଜି କେନ୍ଦ୍ରାପଡାର ନିକିରାଇ ପୋଲିସ ସୀମା ଅନ୍ତର୍ଗତ ପାଲକାନା ଗାଁର ଏକ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ଜଣକ ପାଲକାନା ଗାଁର
ନଦୀ ପଠାରୁ ନବ ଜାତକ ଶିଶୁ କନ୍ୟା ଉଦ୍ଧାର
ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳରେ