ମାତିଛନ୍ତି ସାଇବର ଠକ, କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସାଇବର ଠକଙ୍କୁ ସୁହାଇଛି 2020 କରୋନା ଲକଡାଉନ

ମାତିଛନ୍ତି ସାଇବର ଠକ । ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି 2020 କରୋନା ଲକଡାଉନ ସାଇବର ଠକଙ୍କୁ ସୁହାଇଛି  । ଅନେକ ବ୍ୟକ୍ତି ସାଇବର

ମୁଣ୍ଡବିହୀନ ମୃତଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀ ଓ ମୃତକଙ୍କର ଟେର୍ ପାଉନି ପୋଲିସ, ଅନୁସନ୍ଧାନ ଜାରି

ଚନ୍ଦକା ନିକଟସ୍ଥ ଭରତପୁରସ୍ଥିତ ଦାଶପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାରର ୨୪ ଘଣ୍ଟା ପରେ ମଧ୍ୟ ହତ୍ୟାକାରୀର ସନ୍ଧାନ ମିଳିପାରିନଥିବା ଭୁବନେଶ୍ୱର ଡେପୁଟି କମିଶନର (ଡିସିପି) ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ନିଖୋଜ ମହିଳାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର, ହତ୍ୟା ଅଭିଯୋଗ

ଜାନୁଆରୀ ୩୦ ତାରିଖରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଆଜି କେନ୍ଦ୍ରାପଡାର ନିକିରାଇ ପୋଲିସ ସୀମା ଅନ୍ତର୍ଗତ ପାଲକାନା ଗାଁର ଏକ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ଜଣକ ପାଲକାନା ଗାଁର

ନଦୀ ପଠାରୁ ନବ ଜାତକ ଶିଶୁ କନ୍ୟା ଉଦ୍ଧାର

ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ନବଜାତ ଶିଶୁ କନ୍ୟାକୁ ନଦୀ ପଠାରୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳରେ

ଆହୁରି 4 ଦିନ ପ୍ରବଳ ଜାଡରେ ଥରିବ ଓଡିଶା

ରାଜ୍ୟରେ ଶୀତ ଲହରୀ ଜାରି ରହିଛି  । ସକାଳୁ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି  । ଦେହ ହାତ କାଲୁଆ ହୋଇଯାଉଛି  । ଆସନ୍ତାକାଲିଠୁ ଶୀତ ଆହୁରି ବଢିବ  । ପ୍ରବଳ ଜାଡରେ

ଭଦ୍ରକରେ କରୋନା ଟୀକା ନେଲେ ଜିଲ୍ଲାପାଳ ….

ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି ଟୀକା  । ଏହି କ୍ରମରେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଜ୍ଞାନ ଦାସ ମୋହଦୟ ଦ୍ୱିତୀୟ ପର୍ଯ୍ୟାୟ କରୋନା

ଗଞ୍ଜାମରେ କରୋନା ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି ଟୀକା  । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ

8937 ଜଣ ପୋଲିସ କର୍ମଚାରୀ ନେବେ କରୋନା ଟୀକା,

ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ  । ରାଜଧାନୀ ଭୁବନେଶ୍ୱରରେ ସରିଛି ପ୍ରସ୍ତୁତି  । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି  । 8937 ଜଣ

ରାଜ୍ୟର ଇଞ୍ଚେ ଜମି କାହାରିକୁ ଦିଆଯିବ ନାହିଁ, ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରନ୍ତୁ- କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ-

ଓଡିଶା-ଆନ୍ଧ୍ର ସୀମାଞ୍ଚଳରେ ରହିଥିବା ବିବାଦକୁ ନେଇ  କେନ୍ଦ୍ର ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ଯେ ରାଜ୍ୟର ଇଞ୍ଚେ ଜମି କାହାରିକୁ ଦିଆଯିବ ନାହିଁ । ସେଥିଲାଗି ସରକାର

ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର

ଓଡ଼ିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର ।  ପ୍ରଥମ ଥର ପାଇଁ ଦେଶରେ ଏହି ଅନୁସନ୍ଧାନ କେନ୍ଦ୍ର ଖୋଲିବ  । ଗବେଷଣା କେନ୍ଦ୍ର ଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ ତଥ୍ୟ ମିଳି