ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର –

ଆଜି ଅନୁଗୁଳ ଜିଲ୍ଲାର ପୁରୂନଗର ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସିରହିଥିବା ଏକ ମାଈହାତୀକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି

ପବିତ୍ର ମହାଶିବରାତ୍ରି ,ଜନଗହଳି ପାଇଁ ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ-

ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ

ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଗିଳି ଦେଇଛି । ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ ।

ବଲାଙ୍ଗୀରର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ –

ଦେଶର ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଡିଶାର ଦେବଦତ୍ତ ଚାନ୍ଦ ନିଯୁକ୍ତି ମିଳିଛି  । ୨୦୨୧ ମାର୍ଚ୍ଚ ୧୦ରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ

ମୟଙ୍କ ଅଗ୍ରୱାଲଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ ଏବଂ ଦେବଦୂତ ପାଡିକଲ: ବିଜୟ- ହଜାରେ ଟ୍ରଫି ୨୦୨୧

କର୍ଣ୍ଣାଟକ ବ୍ୟାଟସମାନଙ୍କ ବିଜୟ – ହଜାରେ ଟ୍ରଫିର ଗୋଟିଏ ସିଜିନରେ ଅଧିକ ସ୍କୋର କରିବା ରେକର୍ଡକୁ ଭାଙ୍ଗିଛନ୍ତି ମୁମ୍ବାଇ ଓପନର ପୃଥ୍ୱୀ ଶ ଏବଂ କର୍ଣ୍ଣାଟକ ଓପନର ଦେବଦୂତ ପାଡିକଲ. ୨୦୧୮ ବିଜୟ- ହଜାରେ

ମହାରାଷ୍ଟ୍ରରେ ଭୟାବହ ହେଲାଣି କରୋନା ଅବସ୍ଥା, ନାଗପୁରରେ ପୁଣି ଲାଗିଲା ଲକଡାଉନ

ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ନାଗପୁରରେ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ

ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୧ର ପ୍ରଥମ ଦଳ ଭାବେ ଅଭ୍ୟାସ ଆରମ୍ଭ କଲେ-

ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ଯାଏ ଅନୁଷ୍ଠିତ ହେବ. ଆଇପିଏଲ ନିଲାମ ପକ୍ରିୟା ଶେଷ ହେବାର କିଛି ଦିନ ପରେ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ

୧୫ ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମହୁମାଛି ଆକ୍ରମଣରେ ଆହତ-

ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରେ ମହୁମାଛି ଆକ୍ରମଣରେ ଅତି କମରେ ୧୫ ଜଣ ପର୍ଯ୍ୟଟକ ଗୁରୁବାର ଆହତ ହୋଇଛନ୍ତି । ଖବର ଅନୁଯାୟୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଅଧିକାଂଶ ପର୍ଯ୍ୟଟକ ପଶ୍ଚିମବଙ୍ଗ

ପୋଲିସର ସ୍ବତନ୍ତ୍ର ଅଭିଯାନ : ଜାମିନ ବିହୀନ ପରୱାନା ବିରୋଧରେ ଗିରଫ ହେଲେ ୯୭୩ ଜଣ-

ଜାମିନ ବିହୀନ ପରୱାନା ବିରୋଧରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅଭିଯାନ। ଏହା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ରେ ଶେଷ ହେବ। ତେବେ କେବଳ ୭ ତାରିଖରୁ ୯ମଧ୍ୟରେ

ଶିମିଳିପାଳ ଜଙ୍ଗଲରେ ନିଆଁ, ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଶିମିଳିପାଳରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ ସଦସ୍ୟ ପହଂଚିଛନ୍ତି । କେନ୍ଦ୍ରୀୟ ଟିମରେ ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟିର ଆଇଜି ସଦସ୍ୟ ଅମିତ୍ ମଲିକ ଅଛନ୍ତି  । ଟିମ

1 86 87 88 89 90 121