ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏଥିରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମିତ ପଶ୍ଚିମ ଓଡିଶାରୁ ଚିହ୍ନଟ ହେଉଛନ୍ତି
Category: KHABAR AAJIRA
ଜଗା ରାଉତ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟକଳାକାରଙ୍କ କରୋନାରେ ମୃତ୍ୟୁ-
ଜଲିଉଡ ବା ଯାତ୍ରାଜଗତର ଅଭିନେତା ତଥା ହାସ୍ୟ କଳାକାର ଜଗା ରାଉତ କରୋନାରେ ପ୍ରାଣ ହରାଇଛନ୍ତି
ଆଜିଠୁ କର୍ଣ୍ଣାଟକରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ୍, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ
ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ଯାହା ପୁରା ଦେଶ ପାଇଁ ଭୟକୁ ଦ୍ୱିଗୁଣିତ କରିଛି ।
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ: ଯୁବକଙ୍କ ବେକରେ ଚପଲ ମାଳ ପକାଇ ଗ୍ରାମରେ ବୁଲାଇଲେ ଗ୍ରାମବାସୀ-
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ହଟହଟା ହେଲେ ଯୁବକ । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତ ର ନରେନ୍ଦ୍ରପୁର ନାଥସାହି ଗ୍ରାମର ଜୈନିକ ଯୁବକ ପ୍ରଶାନ୍ତ ନାଥ
ରାଜ୍ୟରେ 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ବିଳମ୍ବ ହୋଇପାରେ ଟୀକାକରଣ !
ଅନିଶ୍ଚିତତା ଘେରରେ ଟୀକାକରଣ । ରାଜ୍ୟରେ 18 ରୁ 44 ବର୍ଷ ପାଇଁ ଟୀକା ଆସିବାରେ ହୋଇପାରେ ବିଳମ୍ବ
ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଫଳାଫଳର ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା
ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ 2ରେ ଆସିବ 5 ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ । ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା
କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କରୋନା ସମୟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ-
କରୋନା କାଳରେ ପିପିଲି ଉପନିର୍ବାଚନକୁ ଘୁଂଚେଇ ଦେବା ପାଇଁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି
ଆଇପିଏଲ ୨୦୨୧: ଆଜି ହାଇଭୋଲଟେଜ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ –
ଆଜି ଆଇପିଏଲର ୨୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗଲୋରକୁ ।
NH -16 ବଡପୋଖରୀଆ ନିକଟସ୍ଥ ମର୍ମନ୍ତୁଦ ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଗୁରୁତର-
ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ବଡପୋଖରୀଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଗୁରୁତର ।
ପୃଥ୍ବୀରାଜ ହରିଚନ୍ଦନ: ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ-
କଂଗ୍ରେସର ନିର୍ବାଚନ ଘୁଞ୍ଚାଇବା ଦାବି ଉପରେ ବିଜେପିର ସାଧାରଣ ସମ୍ପାଦକ କହିଛନ୍ତି ଯେ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ପିପିଲି ଉପନିର୍ବାଚନ ହେଉ ।

