ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ

କରୋନା କଟକଣା ପାଇଁ ବନ୍ଦଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି । ଏହାଛଡ଼ା ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ

ଆସନ୍ତାକାଲି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବେ ଶଶିକଳା

ରବିବାର ଦିନ ବେଙ୍ଗାଲୁରୁ ଡାକ୍ତରଖାନାରୁ ଡିସଚାର୍ଜ ହେବେ ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ ସହାୟକ ତଥା ବହିଷ୍କୃତ AIADMK ନେତା ଶଶିକଳା । ଶଶିକଳା ବେଙ୍ଗାଲୁରୁର ଏକ ଘରେ ଏକ ସପ୍ତାହ

ସମ୍ବଲପୁରରେ ହାତୀ ଉପଦ୍ରବ

ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଥମୁନାହିଁ । କିଛି ଦିନର ବ୍ୟବଧାନ ପରେ ପୁଣି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଧିନରେ ଲଗାତାର ଭାବେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ଲୋକେ ଭୟଭୀତ

ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,

ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,ଅନୁଗୁଳରୁ ଅପମିଶ୍ରିତ ତେଲ କାରଖାନା ଠାବ-ରାଜ୍ୟରେ ନକଲି କାରବାରର ସାମ୍ରାଜ୍ୟ ବଢିଚାଳିଛି । ନକଲି ସସ, ଘିଅ , ଚା ପତି, ଆଚାର ଓ କୋଲ୍ଡ ଡ୍ରିଙ୍କସ ଆଦି

ଆକ୍ସନ ମୁଡରେ ରାଜ୍ୟ ସରକାର, ୯ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦେଲେ…..

ଆକ୍ସନ ମୁଡରେ ରାଜ୍ୟ ସରକାର, ୯ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦେଲେ ବାଧ୍ୟତାମୂଳକ ଅବସର …… ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କୁ ଆଉ ନିସ୍ତାର ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ରାଜ୍ୟ

ଚୋରା ଗଞେଇ ବେପାରୀଙ୍କ ନୁଆ ଫଣ୍ଡା

ଉପରେ କୁକୁଡା ଖାଦ୍ୟ ଭିତରେ ଗଞେଇ ରଖି ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର । ପୁଣି ବ୍ରହ୍ମପୁରରୁ ଜବତ ହେଲା ୨

ଝରାଫୁଲ ମୃତ୍ୟୁ ମାମଲାରେ ରାକେଶ ସ୍ୱାଇଁକୁ ୫ ଦିନିଆରେ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ସସପେନ୍ସ ବଢିବାରେ ଲାଗିଛି । ଏବେବି ଅସ୍ପଷ୍ଟ ମୃତ୍ୟୁର କାରଣ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ୍ ଗିରଫ କରି ସରିଥିବା ବେଳେ ଏବେ କେବଳ

ପୁଣି ଏକ ନକଲି ଘିଅ କାରଖାନା ଠାବ

କଟକ 30;01-କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି । ଭେଜାଲ ସାମଗ୍ରୀର ଅମରାବତୀ ପାଲଟିଛି କଟକ । କଟକ ଜିଲ୍ଲା ସିଡିଏ ସେକ୍ଟର 9 ରେ ଦୀର୍ଘ ଦିନ ହେଲା

ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି

ରାଜ୍ୟ ସରକାର ଜାରି କଲେ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।ତେବେ ଫେବୃଆରୀ

ଅଙ୍ଗନବାଡ଼ି ଖୋଲିବ ଫେବୃଆରୀ ୧ରୁ ….

ଭୁବନେଶ୍ୱର: ରାଜ୍ୟ ସରକାର ଫେବ୍ରୁଆରୀ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ