ସମଗ୍ର ବିଶ୍ୱରେ ସୁପର ପିଙ୍କ୍ ମୁନ୍‌ ଦେଖାଦେଲା

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖା ଦେଇଛି ସୁପର ପିଙ୍କ୍ ମୁନ୍ । ୨୦୨୧ର ଏହା ପ୍ରଥମ ସୁପର ପିଙ୍କ୍ ମୁନ୍ ବୋଲି ନାସା ପକ୍ଷରୁ କୁହାଯାଇଛି

ପ୍ରତିଶୃତି ଦେଇ ପ୍ରତାରଣା : ବିବାହର ପ୍ରତିଶୃତି ଦେଇ ପ୍ରେମିକ ଫେରାର

ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅପରାଧ ଏବେ ସୀମା ଟପୁଥିବା ବେଳେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଭଳି ମାନସିକ ଅପରାଧ ଏବେ ନୂଆ ଟ୍ରେଣ୍ଡ ପାଲଟିଛି ।

ଜାତୀୟ 16 ନମ୍ବର ରାଜପଥରେ ଟ୍ରକ ବାଇକକୁ ଧକ୍କା ଦେଲା, ୨ ମୃତ

ଭୟଙ୍କର ସଡକ ଦୁର୍ଘଟଣା । ଜୀବନ ହାରିଲେ 2 ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା 16 ନମ୍ବର ଜାତୀୟ ରାଜପଥରେ ।

ମମତାଙ୍କ ଗଡ ଏକ୍‌ଜିଟ୍ ପୋଲରେ ସୁରକ୍ଷିତ, କେରଳରେ ବିଜୟନ୍ ତାମିଲନାଡୁରେ ହୋଇପାରେ ପରିବର୍ତନ

ଗତକାଲି ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ସରିବାପରେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି ।  ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନା ଅନୁଯାୟୀ ପଶ୍ଚିମବଙ୍ଗରେ ମମତାଙ୍କ

ଦିଲ୍ଲୀ କ୍ୟପିଟାଲ୍ସ ୭ ୱିକେଟ୍ ରେ କୋଲକାତାକୁ ଚିତ୍ କଲା: ପୃଥିଶଙ୍କ ଧୁଆଁଧାର ଅର୍ଧଶତକ-

ଗତକାଲି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଚିତାକର୍ଶକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟ୍ ଦିଲ୍ଲୀ କ୍ୟପିଟାଲ୍ସ ପରାସ୍ତା କରିଛି ।

ଟ୍ୱିନସିଟିରେ କମ୍ୟୁନିଟି ସ୍ପ୍ରେଡ୍ , ଜଣେ ଲୋକ ଦ୍ୱାରା ୨୦୦ ଲୋକ ସଂକ୍ରମିତ ହୋଇପାରନ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି । କରୋନର ପ୍ରତିଦିନ ଲମ୍ବା ଡିଆଁ ମାରୁଥିବା ବେଳେ ଏବେ କରୋନା ମହାମରୀର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ବଢାଇଛି

ନିଜ ରାଇଫଲରୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା

ରାୟଗଡ଼ା ଜିଲ୍ଲା କାଶୀପୁରରେ ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା । ନିଜ ରାଇଫଲରୁ ଗୁଳି କରି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି

କରୋନାରେ ଜୀବନ ହରାଇଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ କଂଗ୍ରେସର ବରିଷ୍ଠ ନେତା ଏକନାଥ ଗାଏକ୍ୱାଡ-

କରୋନାରେ ସଂକ୍ରମିତ ହୋଇ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । କିଛି ଦିନ ପୂର୍ବେ କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ ଏକନାଥ ଗାଏକ୍ୱାଡ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ ।

କରୋନା ଆକ୍ରାନ୍ତଙ୍କ ଜୀବନ ଆମ୍ବୁଲାନ୍ସରେ ଚାଲିଗଲା : କୋଭିଡ କେୟାରକୁ ପ୍ରବେଶ ପାଇଁ ମିଳିଲାନି ଅନୁମତି,

କୋଭିଡ କେୟାର ସମ୍ମୁଖରେ ଚାଲିଗଲା କରୋନା ରୋଗୀର ଜୀବନ । ଆମ୍ବୁଲାନ୍ସରେ ଛଟପଟ ହୋଇ ଆଖି ବୁଜିଲେ କୋଭିଡ ଆକ୍ରାନ୍ତ