ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ, ମା ଗୁରୁତର , ଫିକା ପଡିଲା ରକ୍ତ ସମ୍ପର୍କ

ଅନୁଗୁଳ ଜିଲ୍ଲା ଦୁର୍ଗାପୁରୁ ଗ୍ରାମରେ ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ  ।  ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି  । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରୁ ଗ୍ରାମରେ ପାରିବାରିକ

ଶ୍ରୀମନ୍ଦିର ବିକାଶ ପାଇଁ 1 ଲକ୍ଷ ଟଙ୍କାର ଚେକ୍ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କାର ଚେକ ମଧ୍ୟ ପ୍ରଦାନ କରିଛନ୍ତି

କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌ର ଚଢ଼ାଉ, ଜଣେ ଗିରଫ

ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ଯାଞ୍ଚବେଳେ ଏସ୍‌ଟିଏଫ୍ ହାତରେ ଗିରଫ ହେଲେ ଯୁବକ । ସେ ହେଲେ ଅନୁଗୋଳ କଙ୍କରେଇ ଅଞ୍ଚଳର ଅଜୟ ପ୍ରଧାନ। ଏନେଇ ଅନୁଗୋଳ ଇଣ୍ଡଷ୍ଟ୍ରିଆଲ୍

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ମାନେ ଚଳପ୍ରଚଳ କରୁଛନ୍ତି । ଭାରତର ସର୍ବଧାରଣ ସଂପତ୍ତି ହେଉ କି ବ୍ୟକ୍ତିଗତ ଧନ-ଜୀବନ କ୍ଷତି ପହଂଚାଇବା ପାଇଁ ଆତଙ୍କବାଦୀମାନେ ସବୁବେଳେ

ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଂଚିଲେ ରାଷ୍ଟ୍ରପତି , ଶ୍ରୀଜିଉଙ୍କ ଦର୍ଶନ କରିବେ

ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ପତ୍ନି ସବିତା କୋବିନ୍ଦ ବି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ ଏସସିବି ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା । ଏସସିବିରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ନିଷ୍ପତି ହୋଇଛି । ଏଥିପାଇଁ ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତିନି ଦିନିଆ ଓଡିଶା ଗ୍ରସ୍ତ

 ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ତିନି ଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ରହିଥିବା ବେଳେ ଝାରସୁଗୁଡାର ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବା ପ୍ରମୁଖ

ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ CBI ମାମଲା, ଡାକ ଘରେ ୯୩ ଲକ୍ଷ ଟଙ୍କା ହେରଫେର୍

ନିଲମ୍ବିତ ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଡାକ ଘରେ ଜମା ହୋଇଥିବା ୯୩.୧୯ ଲକ୍ଷ ଟଙ୍କା ହେରଫେର୍ ନେଇ ଅଭିଯୋଗ ହୋଇଥିଲା ।

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ଭାରତୀୟ ଦଳରେ ୩ ନୂଆ ମୁଁହ ସାମିଲ

ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।